Only for Entertainment

‘ଅନ୍ଧାଧୁନ’ରୁ ଆରମ୍ଭ ହେବ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ୨୦୧୯ର ଆରମ୍ଭ, ତବୁଙ୍କୁ କରାଯିବ ସମ୍ମାନୀତ

India Today
38

୧୭ ତମ ବାର୍ଷିକ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ଲସ ଏଞ୍ଜେଲିସ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହେବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲ ସବୁଠାରୁ ଖାସ କଥା ଦେଉଛି ଯେ , ଫେଷ୍ଟିଭାଲର ଆରମ୍ଭ ‘ଅନ୍ଧାଧୁନ’ ଫିଲ୍ମରୁ ଆରମ୍ଭ ହେବ । ଏହି ଫିଲ୍ମରେ ଅଭିନେତ୍ରୀ ତବୁ ଦମଦାର ଚରିତ୍ରରେ ନଜର ଆସିଥିଲେ । ଏହି ଫେଷ୍ଟିଭଲରେ ତବୁଙ୍କୁ ସମ୍ମାନୀତ କରାଯିବ ।

ଆଇଏଫଏଫଏଲଏର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ରିଷ୍ଟିନା ମାରୁଦା କହିଛନ୍ତି ଯେ, ‘ଆମେ ତବୁଙ୍କୁ ସମ୍ମାନୀତ କରିବା ପାଇଁ ଲମ୍ବା ସମୟରୁ ବିଚାର ବମର୍ଶ କରୁଥିଲୁ । ଆମେକୁ ଲାଗୁଛି ଯେ ଏହି ବର୍ଷ ସମ୍ମାନୀତ କରିବା ପାଇଁ ସଠିକ ସମୟ ।’ ସେ ଏହା ମଧ୍ୟ କହିଛନ୍ତି ଯେ , ତାଙ୍କ କାମ ଏବଂ ବ୍ୟକ୍ତିତ୍ୱରେ ଆଇଏଫଏଫଏଲଏର ଗୁଣ ରହିଛି । ସେ ଖୁବ ନିଜର, ପ୍ରଭାବଶାଳୀ ଏହା ସହିତ ସେ ଖୁବ ସୁନ୍ଦର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More