Only for Entertainment

ଅଙ୍ଗୁରୀ ଭାଉଜ ରିକ୍ରିଏଟ କଲେ ଶ୍ରୀଦେବୀଙ୍କ ଚାର୍ଲି ଚାପଲିନ ଲୁକ ।

aajtak
0 67

ଟିଭିର ପପୁଲାର ଶୋ ‘ଭାବିଜୀ ଘର ପର ହୈ’ରେ ନୂଆ ଟ୍ୱିଷ୍ଟ ଆସିଛି । ଯେଉଁଥିରେ ସମସ୍ତଙ୍କର ପ୍ରିୟ ଅଙ୍ଗୁରୀ ଭାଉଜ ବା ଶୁଭାଙ୍ଗୀ ଅତ୍ରେ ଆଇକନିକ କମେଡ଼ିଆନ ଚାର୍ଲି ଚାପଲିନଙ୍କ ଲୁକରେ ନଜର ଆସିଛନ୍ତି । ଏହି ଲୁକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଖାସ କଥା ହେଉଛି ଚାର୍ଲି ଚାପଲିନ ଏୁକରେ ସୁଭାଙ୍ଗୀ ସଂପୂର୍ଣ୍ଣ ଭାବରେ ଶ୍ରୀଦେବୀଙ୍କ ଭଳି ଲାଗୁଛନ୍ତି ।


ଶ୍ରୀଦେବୀଙ୍କୁ ରୂପେଲି ପରଦାରେ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଚାର୍ଲି ଚାପଲିନ ଲୁକରେ ଦେଖିବାକୁ ମିଳିଥିଲା । ଫିଲ୍ମର ଯେଉଁ ସିକ୍ୱେନ୍ସରେ ସେ ଚାର୍ଲି ଚାପଲିନ ହୋଇଥିଲେ ତାହା ଖୁବ ସ୍ମରଣୀୟ ହୋଇଥିଲା । କମାଲ ଅଭିନୟ ସହିତ ତାଙ୍କର ଫେସିଆଲ ଏକ୍ସପ୍ରେସନ ସମସ୍ତଙ୍କ ହୃଦୟକୁ ଜିତିଥିଲା । ଏହା ସହିତ ସେ କ୍ୟାପ୍ସନରେ ଶ୍ରୀଦେବୀଙ୍କ ବିଷୟରେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More