Only for Entertainment

ରବିବାରକୁ ଜିମ ଯାଇ ଫ୍ୟାନ୍ସଙ୍କ ସହିତ ଲାଇଭ ଭିଡ଼ିଓକୁ ଖାସ ବନାଇଲେ ଅନୁଭବ ମହାନ୍ତି ।

youtube
27

ଅନୁଭବ ମହାନ୍ତି ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଧକାଂଶ ସମୟରେ ଫ୍ୟାନ୍ସଙ୍କ ପାଇଁ କିଛି ଭିଡ଼ିଓ ଅପଲୋଡ କରନ୍ତି,ଯେଉଁଥିରେ ସେ ନିଜ ସଂପର୍କୀତ କିଛି ଦୃଶ୍ୟ ଦେଖାଇଥାନ୍ତି ।ତାଙ୍କ କହିବା ମୁତାବକ ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ସିଧାସଳଖ ଯୋଡ଼ି ହୋଇ ରହିବାକୁ ଚାହାଁନ୍ତି ତେଣୁ ଏହା ହେଉଛି ତାଙ୍କ ପାଇଁ ଏକ ମାଧ୍ୟମ । ତେବେ ଗତ କିଛି ଦିନ ହେବ ସେ କୌଣସି ପ୍ରକାରର ଭିଡ଼ିଓ ଅପଲୋଡ କରିନଥିଲେ,ଯାହାର ସୂଚନା ସେ ନିଜେ ଦେଇଛନ୍ତି ଏବଂ ତାହା ସହିତ ସିଧାସଳଖ ଯୋଡ଼ି ହୋଇଛନ୍ତି ତାଙ୍କ ଫ୍ୟାନ୍ସଙ୍କ ସହିତ । ଦେଖନ୍ତୁ ଜିମରୁ ଅନୁଭବ ମହାନ୍ତିଙ୍କ ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More