Only for Entertainment

ଯନ୍ତ୍ରଣାରେ ମଧ୍ୟ ଅନୀଲ କପୂର କରୁଛନ୍ତି ଫିଲ୍ମରେ କାମ , ଛୁଟି ମିଳିଲେ ଜର୍ମାନୀରେ କରାଇବେ ଚିକିତ୍ସା !

40

ଅନୀଲ କପୁର କାନ୍ଧ ବ୍ୟଥାରେ ପୀଡିତ ଥାଇ ମଧ୍ୟ ଫେବୃୟାରୀରେ ଆସିବାକୁ ଥିବା ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ୧ତାରିଖରେ ରିଲିଜ ହେବ । ଫେବୃୟାରୀରେ ତାଙ୍କ ଫିଲ୍ମ ଟୋଟାଲ ଧମାଲ ମଧ୍ୟ ରିଲିଜ ହେବ । ଶୁଣିବାକୁ ମିଳିଛି ଯେ ଫିଲ୍ମ ପ୍ରମୋସନ କାମ ଶେଷ କରି ଅନୀଲ କପୂର, ନିଜ ଚିକିତ୍ସା କରିବା ପାଇଁ ଜର୍ମାନୀ ଯିବେ ।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅଭିନେତା କହିଛନ୍ତି ଯେ ତାଙ୍କ କାନ୍ଧରେ ଯନ୍ତ୍ରଣା ହେଉଛି । ତାଙ୍କ ଆଗାମୀ ଫିଲ୍ମ ଟୋଟାଲ ଧମାଲ ୨୨ଫେବୃୟାରୀରେ ରିଲିଜ ହେବ , ଏହାପରେ ସେ ଜର୍ମାନୀ ଯାଇ ଚିକିତ୍ସା କରାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More