Only for Entertainment

ପ୍ରେମ ବିବାହ କରିବା ପରେ ମଧ୍ୟ ଅନୀଲଙ୍କୁ ପସନ୍ଦ ଥିଲେ ଏହି ଅଭିନେତ୍ରୀ ।

colorstv
0 64

ଏମିତି ତ ଫିଲ୍ମ ଜଗତରେ ପ୍ରେମସମ୍ପର୍କ ମାମୁଲି କଥା ଅଟେ । ମାତ୍ର ପ୍ରେମ ହେବା ପରେ କୌଣସି କଥା ଜଣା ପଡିବା ଏବଂ ସମ୍ପର୍କରେ ବିଚ୍ଛେଦ ଆସିବା ଗମ୍ଭୀର ଘଟଣା ଅଟେ । କିଛି ଏଭଳି ଅଟେ ଅନୀଲ କପୁର ଏବଂ ମାଧୁରୀଙ୍କ ପ୍ରେମ କାହାଣୀ । ଦୁହେଁ ଏକା ସହ ଅନେକ ଫିଲ୍ମ କରିଛନ୍ତି ମାତ୍ର ଏଥିମଧ୍ୟରୁ ରାମଲଖନ, ତେଜାବ, ଜମାଇରାଜା,ବେଟ ଏବଂ ପୁକାରରେ ଦୁହିଁଙ୍କ ଯୋଡିକୁ ଖୁବ ପ୍ରଶଂସା କରିଥିଲେ ଦର୍ଶକ ।

ଏତେ ହିଟ ଫିଲ୍ମ ଦେଲା ପରେ  ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡତା ଆସିଥିଲା। ଏହାପରେ କେବଳ ଫିଲ୍ମ ନୁହେଁ ଫିଲ୍ମ ପରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତାଙ୍କ ଯୋଡିକୁ ଅନସ୍କ୍ରିନରେ ଯେତେ ପସନ୍ଦ କରାଯାଉଥିଲା ଅଫସ୍କ୍ରିନରେ ମଧ୍ୟ ଫେମସ ଥିଲେ ଏହି ଯୋଡି ।

ଏଠାରେ ଆମେ କହି ରଖୁଛୁ ଯେ ଅଫେୟାର ଚାଲିଥିବା ସମୟରେ ତାଙ୍କର ପ୍ରେମ ଆରମ୍ଭ ହେବାକୁ ଲାଗିଥିଲା ସେହି ସମୟରେ ଅନୀଲଙ୍କ ପତ୍ନୀ ସୁନୀତା ସୁଟିଂ ସେଟକୁ ତାଙ୍କ ପିଲାଙ୍କୁ ଧରି ଆସିଥିଲେ ।ବାସ୍ ତାପରେ ଆଉ କଣ ହେବ ବିବାହିତ ପୁରୁଷଙ୍କ ସହ ମାଧୁରୀ ଆଉ କିଭଳି ସମ୍ପର୍କ ବନାଇ ପାରିବେ । ସେହି ସମୟରୁ ହିଁ ମାଧୁରୀ ଅନୀଲଙ୍କୁ ତାଙ୍କ ହୃଦୟରୁ ବାହାର କରିଦେଇଥିଲେ । ଦୁହେଁ ଏବେ ଆଗାମୀ ଫିଲ୍ମ କଲଙ୍କରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More