Only for Entertainment

ଚର୍ଚ୍ଚାରେ ଅଙ୍କିତା ଲୋଖଣ୍ଡେ, କିନ୍ତୁ କାହିଁ ଲୁଚାଇଛନ୍ତି ଏହି ତାରକାଙ୍କ ମୁହଁ?

bollywood tadka
43

ଟିଭି ଆକ୍ଟର ଅଙ୍କିତା ଲୋଖଣ୍ଡେ ଏବେ ନିଜ ଡେବ୍ୟୁ ଫିଲ୍ମ ମଣିକର୍ଣ୍ଣିକାୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଯେଉଁ ଫଟୋରେ କଙ୍ଗନା ଏବଂ ଅଙ୍କିତାଙ୍କ ମୁହଁ ଖୁବ ଭଲ ଭାବରେ ନଜର ଆସିଥିବା ବେଳେ ତାଙ୍କ ପଛରେ ଥିବା ଜଣେ ବ୍ୟକ୍ତିଙ୍କ ମୁହଁକୁ ବ୍ଲର କରାଯାଇଛି । ତାଙ୍କର ଏହି ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି ।

 

 

View this post on Instagram

 

#manikarnika #jhalkaribai #manikarnikamusiclaunch #manikarnikaon25thjan2019 ❤️❤️❤️❤️❤️❤️❤️

A post shared by Ankita Lokhande (@lokhandeankita) on


କୁହାଯାଉଛି ସେହି ଆକ୍ଟରଙ୍କ ମୁହଁ ଲଚାଇବାକୁ ଚାହୁଁଥିବାରୁ ଅଙ୍କିତା ଏଭଳି କରିଛନ୍ତି । କାରଣ ଏହି ଆକ୍ଟର ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ ।

 

ଅଙ୍କିତା ଲୁଚାଇଥିବା ଆକ୍ଟର ଜଣକ ଅନ୍ୟ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ତାହିର ସବୀର । ସେ କେତେକ ଟିଭି ସିରିଅଲ ଏବଂ ଫିଲ୍ମରେ କାମ କରିଛନ୍ତି ।

ଫିଲ୍ମରେ ଅଙ୍କିତା ଝଲକରୀ ବାଇ ଚରିତ୍ରରେ ନଜର ଆସିବେ ଏବଂ କଙ୍ଗନା ରାଣୀ ଲକ୍ଷ୍ମୀବାଈ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More