Only for Entertainment

ଦର୍ଶକଙ୍କୁ ପସନ୍ଦ ଆସିଲା ‘ଆନାବେଲ’ର ହରର କାହାଣୀ !

51

ଆଜି ହଲିଉଡ ହରର ଫିଲ୍ମ ରିଲିଜ ହୋଇଛି, ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ସେମିତି ବି ହରର ଫିଲ୍ମକୁ ଲୋକମାନେ ଖୁବ ଆଗ୍ରହର ସହ ଅପେକ୍ଷା କରିଥାଆନ୍ତି । ଏହି କାରଣରୁ ଏହି ଫିଲ୍ମ ଗୁଡିକ ଭାରତରେ ଖୁବ ରିଲିଜ କରାଯାଉଛି । ହଲିଉଡ ହରର ଫିଲ୍ମ କଂଜରିଂ’କୁ ସବୁଠାରୁ ବେଶୀ ଭୟାନକ ଫିଲ୍ମ ବୋଲି କୁହାଯାଏ । ସେହିଭଳି ୟୁନିଭର୍ସ ଫ୍ରାଂଚାଇଜର ଫିଲ୍ମ ‘ଏନାବଲ କମ୍ସ ହୋମ’୨୬ଜୁନରେ ରିଲିଜ କରାଯିବ । ଫିଲ୍ମକୁ କ୍ରିଟିକ୍ସ ଏବଂ ଫ୍ୟାନ୍ସ ଦୁହିଁଙ୍କ ଭଲ ପାଇବା ମିଳିଛି । ଏଠାରେ ଆମେ କହି ରଖୁଛୁ

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମର କାହାଣୀ ଏନାବଲ ଡଲର ଅଟେ । ଯାହାର ଭୟଙ୍କର ଭାବ ଖୁବ ଅଧିକ । ଏହି ଫିଲ୍ମରେ ୱାରେନଙ୍କ ଝିଅ ରହିଛି ଏନାବଲର ଟାର୍ଗେଟରେ । ଫିଲ୍ମର ଟ୍ରେଲର ଏହା ଜଣା ପଡିଛି । ଏହି ଫିଲ୍ମରେ ଏନାବଲ ୱାରେନ ପରିବାରକୁ ଡରାଇବାରେ ସଫଳ ହେଉଛି କି ନାହିଁ ତାହା ଫିଲ୍ମ ଦେଖିଲେ ହିଁ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More