Only for Entertainment

ଅନୁଭବ ମହାନ୍ତି ପାର୍ଲିଆମେଂଟ ସାମ୍ନାରେ ଗର୍ବର ସହିତ କହିଲେ,ଆମେ ଓଡ଼ିଆ ସବୁଠୁ ବଢିଆ’ । ଟି ସର୍ଟରେ ନଜର ଆସିଲା ଟ୍ୟାଗଲାଇନ ।

youtube
60

ସମସ୍ତଙ୍କ ପ୍ରିୟ କଳାକାର ଅନୁଭବ ମହାନ୍ତି ଅଧିକାଂଶ ସମୟରେ ନିଜ ଫ୍ୟାନ ମାନଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଯେଉଁଥିରେ ସେ ତାଙ୍କ ସଂପର୍କୀତ ବିଭିନ୍ନ ବାର୍ତ୍ତା ଆପଣ ମାନଙ୍କ ସହିତ ଶେୟାର କରନ୍ତି । ନିକଟରେ ସେହିଭଳି କିଛି ବାର୍ତ୍ତ ଦେଇଛନ୍ତି ଓଡ଼ିଶାର ଏହି ସୁପରଷ୍ଟାର ।

ବାସ୍ତବରେ ପାର୍ଲିଆମେଂଟ ସାମ୍ନାରେ ‘ଆମେ ଓଡ଼ିଆ ସବୁଠୁ ବଢିଆ’ର ଏକ ଟ୍ୟାଗଲାଇନ ସହିତ ଓଡ଼ିଆ ହୋଇ ଗର୍ବ ଅନୁଭବ କରୁଥିବା କଥା ପ୍ରକାଶ କରିଛନ୍ତି ଅନୁଭବ ।କେବଳ କହି ନାହାଁନ୍ତି ବରଂ ଏହି ଟ୍ୟାଗଲାଇନର ଏକ ଟି ସର୍ଟ ମଧ୍ୟ ପିନ୍ଧିଛନ୍ତି । ତେବେ ଭାଇଜାନଙ୍କ ପ୍ରେମରେ ଆପଣ ମାନେ ପୁଣିଥରେ ଦିୱାନା ହୋଇଯିବେନି ତ? କାରଣ ପୂର୍ବରୁ ଏହିଭଳି କେତେକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ତାଙ୍କ ଫ୍ୟାନ ତାଙ୍କୁ ଅନୁକରଣ କରୁଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More