Only for Entertainment

ଭାଇରାଲ ହେଲା ଅନୁଭବ ମହାନ୍ତିଙ୍କ ଭିଡ଼ିଓ,ସାଉଥ ଲୁକରେ ଆସିଲେ ନଜର ।

youtube
0 107

ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ପ୍ରତିଦିନ କିଛି ନା କିଛି ସୂଚନା ପ୍ରତି ମୁହୂର୍ତ୍ତରେ ମିଳିଥାଏ । କିନ୍ତୁ ଯଦି ଆଂଚିଳିକ କୌଣସି ଫିଲ୍ମ ଖବର ବିଷୟରେ ଜାଣିବାର ଇଛା ଥାଏ ତାହା ଅତିି ସହଜରେ ସମ୍ଭବ ହୋଇନଥାଏ । କାରଣ ବହୁ ବ୍ୟବଧାନ ପରେ କିଛି କିଛି ଖବର ଆସିଥାଏ । କିନ୍ତୁ ଯଦି ସେହି ମଧ୍ୟରେ ଆପଣଙ୍କ ପ୍ରିୟ କଳାକାରଙ୍କ ଝଲକ ଦେଖିବାକୁ ମିଳିଥାଏ ତାହା ନିହାତି ଭାବରେ ଆପଣଙ୍କ ପାଇଁ ଏକ ଉପହାର ହୋଇଯିବ ବୋଲି କୁହାଯାଇପାରେ । ପୂର୍ବରୁ ଅନୁଭବ ମହାନ୍ତି ଆଳୁଦମ ଖାଉଥିବା ଏକ ଭିଡ଼ିଓ ସେୟାର କରିଥିଲେ ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ନିକଟରେ ଅନୁଭବଙ୍କର ଅନ୍ୟ ଏକ ଭିଡ଼ିଓ ଭାଇରାଲ ବେହାରେ ଲାଗିଛି,ଯେଉଁଥିରେ ଅନୁଭବ ସାଉଥ ଇଣ୍ଡିଆନ ଲୁକରେ ନଜର ଆସିଥିଲେ । ତେବେ ଏହି ଭିଡ଼ିଓଟି ୨୦୧୬ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More