Only for Entertainment

୧୧ବର୍ଷ ବୟସରେ ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ହୋଇଥିଲେ ଭୟଙ୍କର ପରିସ୍ଥିତିର ଶିକାର ।

DNAindia
0 53

ଭାରତୀୟ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ହାରାସମେଂଟର ଶିକାର ହୋଇସାରିଛନ୍ତି । ଖବର ମୁତାବକ ଅନୁରାଗଙ୍କୁ ଯେତେବେଳେ ୧୧ବର୍ଷ ବୟସ େ.ହାଇଥିଲା ସେବେଠାରୁ ତାଙ୍କୁ ହାରାସମେଂଟ କରାଯାଇଥିଲା । ‘ମି ଠୁ’କ୍ୟାମ୍ପେନରେ ଏହି କଥା ଖୁଲାସା କରିଛନ୍ତି ଅନୁରାଗ କଶ୍ୟପ । ସେ ୧୯ବର୍ଷ ବୟସରେ ଯୌନ ଉତ୍ପୀଡନ ଉପରେ ସ୍ୱର ଉତ୍ତୋଳନ କରିଥିଲେ ।

ଖବର ମୁତାବକ, ବଲିଉଡରେ ଯଦି କେହି ଏଭଳି ହାରାସମେଂଟରେ ଶିକାର ହେଉଛନ୍ତି ତେବେ ତାଙ୍କୁ ସାମ୍ନାକୁ ଆସି ମୁହଁ ଖୋଲିବା ଉଚିତ ବୋଲି ଅନୁରାଗ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More