Only for Entertainment

ଆଇପିଏଲର ବିଜି ସିଡ୍ୟୁଲରୁ ସମୟ ବାହାର କରି ଆଭେଞ୍ଜର୍ସ ଦେଖିବାକୁ ଗଲେ ବିରାଟ ଏବଂ ଅନୁଷ୍କା ।

0 49

ଆଇପିଏଲର ବିଜି ସିଡ୍ୟୁଲ କାରଣରୁ ବିରାଟ ଏବେ ବାଙ୍ଗାଲୁରରେ ଅଛନ୍ତି । ବିରାଟଙ୍କୁ ଚିୟର କରିବା ପାଇଁ ଅଧିକାଂଶ ସମୟ ଅନୁଷ୍କା ସୁଟିଂ ଛାଡ଼ି ଷ୍ଟାଡିୟମକୁ ଯାଇଛନ୍ତି । ନିକଟରେ ଦୁଇଜଣ ନିଜ ନିଜର ବିଜି ସିଡ୍ୟୁଲରୁ ସମୟ ବାହାର କରି ‘ଆଭେଞ୍ଜର୍ସ ଦ ଇନଫିନିଟ ବାର’ ଫିଲ୍ମ ଦେଖିବାକୁ ଯାଇଥିଲେ । ଏହି ସମୟରେ ସହରର ପ୍ରସିଦ୍ଧ ସିନେମା ହଲରେ ଯେତେବେଳେ ଦୁଇ ଷ୍ଟାର ପହଂଚିଲେ ତ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକଙ୍କ ଏହି ମୌକା ଦ୍ୱିଗୁଣିତ ହୋଇଗଲା । ଫିଲ୍ମ ଦେଖିବାକୁ ଯାଉଥିବା ସମୟର ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

 

ବିରାଟଙ୍କୁ ଅନେକ ସମୟରେ ନିଜ ଲେଡି ଲଭଙ୍କ ପ୍ରତି ଥିବା ପ୍ରେମକୁ ଏକ୍ସପ୍ରେସ କରୁଥିବା ନଜର ଆସିଛି । ଅନୁଷ୍କାଙ୍କ ଜନ୍ମଦିନରେ ମଧ୍ୟ ବିରାଟ ସାନଦାର ଶୁଭେତ୍ସା ଜଣାଇଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More