Only for Entertainment

ଦୀପାବଳି ଉପଲକ୍ଷେ ସବ୍ୟସାଚୀଙ୍କ ଡିଜାଇନ ଡ୍ରେସରେ ପରଫେକ୍ଟ ଲୁକରେ ନଜର ଆସିଲେ ଏହି ଯୋଡି !

34

ପାୱାରଫୁଲ କପଲ ବିରୁସ୍କାଙ୍କ ଦୀପାବଳି ଗେଟଅପ ସାମ୍ନାକୁ ଆସିଛି । ଦୀପାବଳି ମୌକାରେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ମଜାଦାର ଫଟୋ ଜାରି ହୋଇଛି । ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଁଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥରେ ଅନୁଷ୍କାଙ୍କ ସହ ଏକ ସେ ବଡ କର ଏକ ପୋଜ ଦେଇ ଫଟୋ ଉଠାଇଛନ୍ତି ବିରାଟ ।

ଧଳା ରଂଗର ଆଉଟଫିଟରେ ବିରାଟ ଓ ମଲଟିକଲର ଲେହେଙ୍ଗାରେ ଖୁବ ସୁନ୍ଦର ଲାଗୁଛନ୍ତି ଅନୁଷ୍କା ।

ଡ୍ରେସ ଡିଜାଇନର ସବ୍ୟସାଚୀଙ୍କ ଆଉଟଫିଟ ପିନ୍ଧିଛନ୍ତି ବିରାଟ ଓ ଅନୁଷ୍କା । ଫଟୋରେ କପଲ ରୋମାଟିଂକ ତଥା ହାପି ମୁଡରେ ନଜର ଆସିଛନ୍ତି । ଫଟୋକୁ ପୋଷ୍ଟ କରିବା ସହ ବିରାଟ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More