Only for Entertainment

ସାମ୍ନାକୁ ଆସିଲା ଅନୁଷ୍କା ଶର୍ମାଙ୍କ ଭଳି ଅବିକଳ ଚେହେରା ।

instagram
84

କୁହାଯାଏ ପୃଥିବୀରେ ଗୋଟିଏ ଚେହେରାର ୭ ଜଣ ବ୍ୟକ୍ତି ଥାନ୍ତି । ଯେଉଁମାନେ ଦେଖିବାକୁ ଏକାଭଳି । ବିଶେଷ କରି ଏହି ଭଳି କଥା ବଲିଉଡ ସେଲିବ୍ରେଟୀ ମାନଙ୍କୁ ନେଇ ଆସିଥାଏ । ନିକଟ ଅତୀତରେ ସଲମାନ ଖାନଙ୍କ ଭଳି ଅବିକଳ ଦେଖା ଯାଉଥିବା ଯାଉଥିବା ଏକ ଚେହେରାକୁ ସ୍ପଟ କରାଯାଇଥିଲା । ବ୍ୟକ୍ତି ଜଣକ କେବଳ ଦେଖିବାକୁ ସଲମାନଙ୍କ ଭଳି ନୁହଁନ୍ତି ବରଂ ସଲମାନଙ୍କ ଡ୍ରେସ ଅପ ଷ୍ଟାଇଲକୁ କପି ମଧ୍ୟ କରିଛନ୍ତି । ତେବେ ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ନେଇ ଆସିଛି ସେହିଭଳି ଏକ ଖବର ।

 

View this post on Instagram

 

What do you think about that???She is singer from USA @juliamichaels

A post shared by Anushka Sharma Fan Page. (@anushkasharma.xx) on

ଆଜ୍ଞା ହଁ ଅନୁଷ୍କା ଶର୍ମାଙ୍କ ଏକ ଫ୍ୟାନକ୍ଲବ ଆକାଉଂଟରେ ସେହିଭଳି ଏକ ଫଟୋ ଶେୟାର କରାଯାଇଛି । ଯେଉଁଥିରେ କ୍ୟାପ୍ସନରେ ଲେଖାଅଛିଯେ ଅନୁଷ୍କା ନୁହଁନ୍ତି ବରଂ ସେ ଆମେରିକାନ ଗାୟିକା ଜୁଲିୟା ମାଇକେଲ । ଅବଶ୍ୟ ଏହା ମଧ୍ୟ ସତ୍ୟଯେ ପ୍ରଥମେ ଫଟୋଟିକୁ ଦେଖିବାମାତ୍ରେ ଆପଣ ମଧ୍ୟ ଧୋକା ପାଇଯିବେ । କାରଣ ଆପଣ ଭାବିବେଯେ ଅନୁଷ୍କା କେଶର ରଙ୍ଗ ବଦଳାଇ ଦେଇଛନ୍ତି । କିନ୍ତୁ ବାସ୍ତବରେ ତାହା ନୁହେଁ । ସେ ଅନୁଷ୍କା ନୁହଁନ୍ତି ବରଂ ଅନୁଷ୍କାଙ୍କ ଭଳି ଦେଖା ଯାଉଥିବା ଅନ୍ୟ ଜଣେ ମହିଳା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More