Only for Entertainment

ଫିଲ୍ମକୁ ଆସିବା ପୂର୍ବରୁ ଏପରି ଦେଖାଯାଉଥିଲେ ଅନୁଷ୍କା ଶର୍ମା, ମଡେଲିଂ ଫଟୋ ଦେଖିଲେ ଚିହ୍ନିବା କଷ୍ଟକର ।

patrika
0 51

ବଲିଉଡର ଅଭିନେତ୍ରୀ ଅନୁଷ୍କା ଶର୍ମା ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଅନୁଷ୍କା ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଫିଲ୍ମକୁ ଆସିବା ପୂର୍ବରୁ ଅନୁଷ୍କା ମଡେଲିଂ କରୁଥିଲେ । ତେବେ ଅନୁଷ୍କାଙ୍କ ମଡେଲିଂ କ୍ୟାରିୟରର ଫଟୋ ଦେଖିଲେ ତାଙ୍କୁ ଆପଣ ମଧ୍ୟ ଚିହ୍ନି ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଅନୁଷ୍କାଙ୍କ ମଡେଲିଂ କ୍ୟାରିୟରର କିଛି ଫଟୋ ଦେଖାଇବାକୁ ଯାଉଛୁ ।

amushka2-m

କହିରଖୁଛୁ ଯେ ଅନୁଷ୍କା କେବେଳ ୧୫ ବର୍ଷ ବୟସରୁ ମଡେଲିଂ କରିବା ଆରମ୍ଭ କରିଦେଇଥିଲେ । ସେ ୫ ବର୍ଷ ପର୍ଯ୍ୟନ୍ତୁ ମଡେଲିଂ କ୍ୟାରିୟରରେ ଷ୍ଟ୍ରଗଲ କରିଥିଲେ । ଷ୍ଟ୍ରଗଲ କରିବା ପରେ ତାଙ୍କ କ୍ୟଆରିୟରରେ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା । ଅନୁଷ୍କାଙ୍କୁ ଶାହରୁଖ ଖାନଙ୍କ ଫିଲ୍ମ ‘ରବ ନେ ବନା ଦି ଯୋଡି’ରେ କାମ କରିବାର ସୁଯୋଗ ମିଳିଥିଲା । ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି ।

amushka3-m

ଅନୁଷ୍କାଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଏବେ ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ବରୁଣ ଧୱନଙ୍କ ସହିତ ନଜର ଆସିବେ । ‘ସୁଇ ଧାଗା’ ପରେ ସେ ଶାହାରୁଖ ଖାନଙ୍କ ଫିଲ୍ମ ଜିରୋରେ ନଜର ଆସିବେ । ଫିଲ୍ମରେ ଶାହରୁଖ ଖାନ ଏବଂ ଅନୁଷ୍କାଙ୍କ ବ୍ୟତିତ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

amushka4-m

amushka5-m

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More