ଆୱାର୍ଡ଼ ଶୋ’ରେ ମନ କିଣିଲେ ଫାତିମା,ମନ୍ଦିରା ଓ ତାପସୀଙ୍କ ସମେତ ଏହି ସୁନ୍ଦରୀ ।
ଗତ ଶନିବାରକୁ ଜିକ୍ୟୁ ଷ୍ଟାଇଲ ଆୱାର୍ଡ଼ ୨୦୧୯ ଆୟୋଜନ କରାଯାଇଥିଲା । ଗୋଟିଏ ପରେ ଗୋଟିଏ ସୁନ୍ଦରୀ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଲେ । ଅନୁଷ୍କା ଶର୍ମା , ରଣବୀର ସିଂଙ୍କଭଳି ଷ୍ଟାର୍ସ ଏଭଳି ଭାବରେ ପ୍ରବେଶ କଲେଯେ କାହାର ମଧ୍ୟ ନଜର ହଟିଲା ନାହିଁ ।
ଅନୁଷ୍କାଙ୍କ ଷ୍ଟାଇଲିସ ଲୁକ ଥିଲା ସମସ୍ତଙ୍କ ଠାରୁ ଭିନ୍ନ ।
ଦିଲବର ଗର୍ଲ ନୋରା ଫତେହି କଳା ରଙ୍ଗର ଗାଉନରେ ନଜର ଆସିଥିଲେ ।
ରେଡ ରଙ୍ଗର ଡ୍ରେସରେ ନଜର ଆସିଲେ ତାପସୀ ପନ୍ନୁ ।
ସିଲଭର ରଙ୍ଗର ଡ୍ରେସରେ ନଜର ଆସିଛନ୍ତି ଜ୍ୟାକଲିନ ।
ଫାତିମା ସନା ଶେଖ, ମନ୍ଦିରା ବେଦୀ ଏବଂ ସାନ୍ୟା ମଲହୋତ୍ରା ସମସ୍ତଙ୍କ ମନ କିଣି ନେଲେ ।