Only for Entertainment

ଅନୁଷ୍କା ଶେୟାର କଲେ ୱେଡିଂ ଭିଡିଓ, ଭିଡିଓ ଦେଖି ରୋମାଂଟିକ ହେଲେ ବିରାଟ !

46

ଅନୁଷ୍କା ଶର୍ମାଙ୍କ ସହ ବିରାଟ କୋହଲିଙ୍କୁ ୧୧ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ଯଦିଓ ଏହି ବିବାହକୁ ୧ବର୍ଷ ବିତିଗଲାଣି , ମାତ୍ର ଏହି ବିବାହ ଗତ ବର୍ଷ ସବୁଠାରୁ ଚର୍ଚ୍ଚାରେ ରହିଥିଲା । ଅନୁଷ୍କା ଏବଂ ବିରାଟଙ୍କ ଫଟୋକୁ ଫ୍ୟାନ୍ସମାନେ ଖୁବ ଅପେକ୍ଷା କରିଥିଲେ । ପୁଣି ଥରେ ବିରାଟ-ଅନୁଷ୍କା ନିଜ ଫ୍ୟାନମାନଙ୍କୁ ବିବାହ ବାର୍ଷିକ ମଉକାରେ କିଛି ଫଟୋ ଏବଂ ଭିଡିଓ ସରପ୍ରାଇଜ ରୂପେ ପ୍ରଦାନ କରିଛନ୍ତି ।

ବିରାଟ କୋହଲୀ ଫେରିଟେଲ ୱେଡିଂର ଫଟୋ ଏବଂ ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ବିଶ୍ୱାସ ହେଉ ନାହିଁ ଗୋଟେ ବର୍ଷ ବିତି ଗଲାଣି । ଲାଗୁଛି ଯେପରି ଗତ କାଲିର କଥା । ସମୟ ଖୁବ ଦୃତରେ ଚାଲିଯାଉଛି । Happy anniversary to my best friend and my soulmate.Mine forever ❤

 

View this post on Instagram

 

It’s heaven, when you don’t sense time passing by … It’s heaven, when you marry a good ‘man’ … ?

A post shared by AnushkaSharma1588 (@anushkasharma) on


ସେହିପରି ଅନୁଷ୍କା ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇ ଏକ ଭିଡିଓ ଶେୟାର କରିଛନ୍ତି । ଯାହାକୁ ଦେଖି ବିରାଟ ଖୁସି ହୋଇଯାଇଥିଲେ । ଏବେ ଏହି ଭିଡିଓ ସାଙ୍ଗେ ସାଙ୍ଗେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More