Only for Entertainment

ଫିଲ୍ମରୁ ଦୂରରେ ଅନୁଷ୍କା ପତିଙ୍କ ସହିତ କରୁଛନ୍ତି ଟ୍ରାଭେଲ, ଭିଡ଼ ଦେଖି ଏଭଳିି ଯତ୍ନବାନ ହେଲେ ବିରାଟ ।

bollywood tadka
19

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅଧିକାଂଶ ସମୟରେ ପତି ବିରାଟଙ୍କ ସହିତ ସମୟ ବିତାଉ ଥିବାର ନଜର ଆସନ୍ତି । ପରସ୍ପର ପ୍ରତି ଥିବା ପ୍ରେମକୁ ଦେଖାଇବାରେ ବିରୁଷ୍କା କେବେ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ ।

ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଇଭେଂଟ ପର୍ଯ୍ୟନ୍ତ ଏହି ଦୁଇଜଣଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳେ ।

ନିକଟରେ ପୁଣିଥରେ ଏହି ଲଭବର୍ଡ଼ଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି ।

ବିରାଟ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଅନୁଷ୍କା କାମରୁ ବ୍ରେକ ନେଇ ପତି ସହିତ ଟ୍ରାଭେଲ କରୁଛନ୍ତି । ମ୍ୟାଚ ପରେ ଦୁଇଜଣ କୋଲକାତାରୁ ବାଙ୍ଗାଲୁର ବାହାରିଲେ । ଏୟାରପୋର୍ଟରେ ପହଂଚିବା ପରେ ଫ୍ୟାନ୍ସଙ୍କ ଭିଡ଼ ଜମିଗଲା । ଏହି ମଧ୍ୟରେ ବିରାଟ ଅନୁଷ୍କାଙ୍କ ପ୍ରତି ପ୍ରୋଟେକ୍ଟିଭ ହେଉଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More