Only for Entertainment

ଶାଶୂଘରେ ପହଂଚି ଅନୁଷ୍କା ଶର୍ମା ଏଭଳି କିଛି ଦେଖିଲେ, ଭିଡିଓ ଜରିଆରେ କହିଲେ ବଡ କଥା !

republic world
0 161

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦିଲ୍ଲୀରେ ନିଜ ଶାଶୁଘରେ ଅଛନ୍ତି । ସେ ଏହି ସହରକୁ ନିଜ ଆଗାମୀ ଫିଲ୍ମ ‘ସୁଇଧାଗା’ ସୁଟିଂ ପାଇଁ ଆସିଛନ୍ତି । ଏହି କାରଣରୁ ଦିଲ୍ଲୀର ଟ୍ରାଫିକ ପୁଲିସ ବରୁଣ ଏବଂ ଅନୁଷ୍କାଙ୍କ ପାଖରେ ପହଂଚିଥିଲେ ଏବଂ ଏହାପରେ ଏକ ଭିଡିଓ ଅପଲୋଡ କରିଛନ୍ତି ।

ଅନୁଷ୍କା ଶର୍ମାଙ୍କର ଯେଉଁ ଭିଡିଓ ଅପଲୋଡ କରାଯାଇଛି ସେଥିରେ ଟ୍ରାଫିକ ଏବଂ ସୁରକ୍ଷା ସମ୍ପର୍କରେ କିଛି ସୁମତ୍ତ ଦେଇଛନ୍ତି । ଦେଖନ୍ତୁ ଏହି ଭିଡିଓ –

କଥା ହେଲା ଟ୍ରାଫିକ ପୁଲିସ ‘ସେଫ ଡ୍ରାଇଭିଂ’କୁ ଉନ୍ନତତ୍ତର କରାଇବା ପାଇଁ ଏକ ଭିଡିଓ ସିରିଜ ଆରମ୍ଭ କରିବା ପାଇଁ ଯାଉଛନ୍ତି , ଯେଉଁ କାରଣରୁ ସହରକୁ ସୁଟ ପାଇଁ ଆସିଥିବା ଅନୁଷ୍କା ଏବଂ ବରୁଣଙ୍କୁ ସେ ଅନୁରୋଧ କରିଥିଲେ । ଦୁହେଁ କଳାକାର ଏଥିପାଇଁ ରାଜି ହୋଇଯାଇଥିଲେ । ଅଷ୍ପୁଷ୍କା ହିନ୍ଦୀ ସହ ଇଂରାଜୀରେ ମଧ୍ୟ ସନ୍ଦୋ ଦେଇଛନ୍ତି । ଖୁବ ଶୀଘ୍ର ବରୁଣ ଧୱନଙ୍କର ଅପିଲ ହୋଇଥିବା ସନ୍ଦେଶ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More