Only for Entertainment

ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହିତ ଅର୍ପିତାଙ୍କ ଘରକୁ ଗଣପତିଙ୍କୁ ସ୍ୱାଗତ କରିବାକୁ ପହଂଚିଲେ ସଲମାନଙ୍କ ଭାଇ ଅରବାଜ ।

English News - Dailyhunt
0 29

ଗଣେଶ ପୂଜା ସାରା ଭାରତରେ ଖୁବ ଧୁମଧାମରେ ପାଳନ ହୋଇଛି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବଲିଉଡ ତାରକାଙ୍କ ଘରେ ବାପା ଗଣବତିଙ୍କୁ ସ୍ୱାଗତ କରାଯାଇଛି । ସଲମାନଙ୍କ ଭଉଣୀ ଅର୍ପିତା ମଧ୍ୟ ଗଚ୍ଚବତିଙ୍କୁ ଖୁବ ଉତ୍ସାହ ଉଲ୍ଲାସର ସହିତ ସ୍ୱାଗତ କଲେ ।

ଏହି ମଧ୍ୟରେ ଅରବାଜଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ମଧ୍ୟ ନଜର ଆସିଥିଲେ । ଜର୍ଜିଆଙ୍କ ବାପା ମଧ୍ୟ ଏହି ପୂଜାରେ ସାମିଲ ହୋଇଥିଲେ ।

ଅରବାଜ ମଲାଇକା ଅରୋରାଙ୍କ ସହିତ ୧୮ ବର୍ଷର ବନ୍ଧନକୁ ତୁଟାଇଦେବା ପରେ ଜର୍ଜିଆଙ୍କ ସହିତ ଖୁବ ଖୁସି ଅଛନ୍ତି । ଖବର ଅନୁସାରେ ଦୁଇ ଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁଇ ଜଣଙ୍କ ତରଫରୁ ଅଫିସିଆଲ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More