Only for Entertainment

ଏକ୍ସ ପତି ଅରବାଜଙ୍କ ସହିତ ଡିନର କରିବାକୁ ପହଂଚିଲେ ମଲାଇକା ।

bollywood tadka
0 36

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ନିକଟରେ ପତି ଅରବାଜ ଏବଂ ପୁଅ ଅରହାନଙ୍କ ସହିତ ଡିନର କରିବା ପାଇଁ ଯାଇଥିଲେ । ଏହା ସହିତ ଅମୃତା ଅରୋରା ପତି ଶକିଲ ଅଡ଼କଙ୍କ ସହିତ ନଜର ଆସିଥିଲେ ।

 

malaika
ଅରବାଜ ଏବଂ ମଲାଇକା ଡିଭୋର୍ସ ପରେ ମଧ୍ୟ ପରସ୍ପରର ଭଲ ସାଙ୍ଗ ।

 


ଯଦିଓ ଅରବାଜ ଅନ୍ୟ ଜଣେ ଝିଅଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ତଥାପି ସେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More