Only for Entertainment

ସଲମାନଙ୍କୁ ନେଇ କିଛି ଖାସ କଥା କହିଲେ ଅର୍ଚ୍ଚନା ।

44

ସଲମାନ ଯେ କେବଳ ଜଣେ ବେଷ୍ଟ ଆକ୍ଟର ତାହା ନୁହେଁ ବରଂ ଅନ୍ୟକୁ ହସାଇବାରେ ମଧ୍ୟ ସେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ । କମେଡି କଥା ଉଠିଲେ ସଲମାନଙ୍କଠାରୁ ଭଲ କମେଡି ଆଉ କେହି କରି ପାରିବେ ନାହିଁ ବୋଲି ଅନେକ ଥର ଦେଖା ଯାଇଛି । କାରଣ ଅନେକ ସମୟରେ ସେ ନିଜକୁ ସବୁବେଳେ ପରିହାସ କରିବା ସହ ନିଜ ଉପରେ ହସିଥାନ୍ତି ।

 

ଏ ନେଇ ଅଭିନେତ୍ରୀ ତଥା କମେଡିଆନ ଅଚ୍ଚର୍ନ ପୂରଣ ସିଂହଙ୍କ ପଚରାଯିବା ପରେ, ସଲମାନ ନିଜକୁ ନେଇ ଯେତିକି ଥଟ୍ଟା କରିଥାନ୍ତି, ଆଉ କେହି କରି ପାରିବେ ନାହିଁ । ଇଣ୍ଡଷ୍ଟ୍ରୀରେ କେବଳ ଦୁଇ ଜଣ ଅଛନ୍ତି, ଯେଉଁମାନେ ନିଜକୁ ନେଇ ଥଟ୍ଟା କରିବା ସହ ହସିଥାନ୍ତି । ଜଣେ ହେଲେ ଅନୀଲ କପୁର ଏବଂ ଆଉ ଜଣେ ହେଲେ ସଲମାନ ଖାନ୍‌ । ସଲମାନ ଅନ୍ୟ କେହି କିଛି ତାଙ୍କ ଫିଲ୍ମକୁ  ,କିଛି କହିବା ପୂର୍ବରୁ ସେ ନିଜେ ନିଜ ଫିଲ୍ମକୁ ଥଟ୍ଟା କରିବା ଆରମ୍ଭ କରି ଦେଇଥାନ୍ତି । ଯାହା ଉପସ୍ଥିତ ଲୋକଙ୍କୁ ହସାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More