Only for Entertainment

ନିଆରା ଲୁକରେ ଫଟୋ ସେୟାର କଲେ ଅର୍ଚ୍ଚିତା ।

justdial
0 87

ତରଙ୍ଗ ସିନେ ଆୱାର୍ଡରେ ଅର୍ଚ୍ଚିତାଙ୍କର ଭିନ୍ନ ରୂପରେ ଦେଖିଥିବାକୁ ମିଳିଥିଲା । ସେ ପାଇଥିବା ଆୱାର୍ଡ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ବୁଣାକାରଙ୍କୁ ତାରିଫ କରି ଲେଖିଛନ୍ତି “ଲଭ ଫର ୱେଭର”ଲେଖି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More