Only for Entertainment

ଅରିୟାନା ଗ୍ରାଣ୍ଡେଙ୍କ ନୂଆ ଗୀତ ରିଲିଜ , ୧୭ଘଂଟାରେ ହିଁ ୩୭ମିଲିୟନ ଲୋକ ଦେଖି ସାରିଲେଣି !

Amarujala
28

ଆମେରିକାନ ସିଙ୍ଗର ଅରିୟାନା ଗ୍ରାଣ୍ଡେଙ୍କ ନୂଆ ମ୍ୟୁଜିକ ଆଲମବ ‘ଥ୍ୟାଙ୍କ ୟୁ ନେକ୍ସଟ’ରିଲିଜ ହୋଇଯାଇଛି । ଏହି ଗୀତ ରିଲିଜ ହେଉ ହେଉ ଭ୍ୟୁ ଦୃତ ମାତ୍ରାରେ ବଢିବାରେ ଲାଗିଛି । ୟୁଟ୍ୟୁବରେ ଅପଲୋଡ ହେବା ପରେ ଏହି ଗୀତକୁ ୨୪ଘଂଟା ମଧ୍ୟରେ ୩.୮ମିଲିୟନ ଭ୍ୟୁ ମିଳି ସାରିଲାଣି ।

ଏବେ ଏହି ଗୀତରେ ଅନେକ କମେଂଟ ମଧ୍ୟ ଆସିବାକୁ ଲାଗିଲାଣି । ଗୀତରେ ମୀନ ଗର୍ଲ୍ସ, ବ୍ରିଙ୍ଗ ଇଟ ଅନ, ଲିଗଲି ବ୍ଲାଣ୍ଡଏବଂ ୧୩ଗୋଇଙ୍ଗ୩୦ର କିଛି ଫେମସ ସିନ ଦେଖାଯାଇଛି । ଗୀତରେ କ୍ରୀସ ଜୈନରର କ୍ୟାମିୟୋ ମଧ୍ୟ ରହିଛି ।

ଏଠାରେ ଆମେ କହି ରଖୁଛୁ ଯେ କିଛି ମାସ ପୁର୍ବେ ଆରିୟାନାଙ୍କ ଏକ୍ସ ବୟଫ୍ରେଣ୍ଡ ମ୍ୟାକ ମେଲରଙ୍କର ୨୬ବର୍ଷ ବୟସରେ ନିଧନ ହୋଇଯାଇଥିଲା । ଏହି ଖବର ଶୁଣି ଆରିୟାନା ଭାଙ୍ଗି ପଡିଥିଲେ । ସେ ସୋସିଆଲ ମିଡିଆରେ ଭାବୁକ ଭରା ପୋଷ୍ଟ ଶେୟାର କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More