Only for Entertainment

ମଲାଇକା ଅରୋରାଙ୍କ ଜନ୍ମଦିନରେ ନିଜର ଭଲପାଇବାକୁ ପ୍ରକାଶ କଲେ ଅର୍ଜୁନ କପୁର, ସେୟାର କଲେ ରୋମାଣ୍ଟିକ ସେଲ୍ଫି

WION
28

ଅଭିନେତ୍ରୀ ମଲାଇକା ଅରୋରା ଆଜି ନିଜର ୪୬ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ମଲାଇକାଙ୍କ ଜନ୍ମ ଦିନ ଅବସରରେ ବୟଫ୍ରେଣ୍ଡ ଅର୍ଜୁନ କପୁର ଖୁବ ରୋମାଣ୍ଟିକ ଅନ୍ଦାଜରେ ନିଜ ଭଲପାଇବାକୁ ପ୍ରକାଶ କରିଛନ୍ତି ।

କିଛି ସମୟ ପୂର୍ବରୁ ଅର୍ଜୁନ କପୁର ନିଜ ସୋସିଆଲ ମିଡିଆରେ ଏକ ମଲାଇକାଙ୍କ ସହିତ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଦୁହିଁଙ୍କ ମଧ୍ୟରେ ଥିବା ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫଟୋରେ ଅର୍ଜୁନ ମଲାଇକାଙ୍କ ପଛରେ ଠିଆ ହୋଇ ତାଙ୍କ ମୁଣ୍ଡକୁ କିସ କରୁଥିବାର ନଜର ଆସିଛନ୍ତି । ଦୁହେଁ ଏବେ ନିଜର ଭଲପାଇବାକୁ ଖୋଲା ଖୋଲି ଭାବେ ସ୍ୱିକାର କରୁଥିବା ଦେଥିବାକୁ ମିଳିଛି । କିଛି ଏପରି ଏକ ସମୟ ଥଲା ଯେତେବେଳେ ଦୁହେଁ ନିଜ ସମ୍ପର୍କ ବିଷୟରେ କିଛି କହିବା ପାଇଁ ଚହୁଁନଥିଲେ ।

 

View this post on Instagram

 

♥️

A post shared by Arjun Kapoor (@arjunkapoor) on

ଅର୍ଜୁନ କପୁର ଏବେ ଖୋଲାଖୋରଲି ଭାବେ ମଲାଇକାଙ୍କ ସହିତ ନିଜର ରୋମାଣ୍ଟିକ ଫଟୋ ସେୟାର କରିବାକୁ ପଛାଉ ନାହାଁନ୍ତି । ଅର୍ଜୁନଙ୍କ ପୋଷ୍ଟ ପରେ ଫ୍ୟାନ୍ସ ଫଟୋକୁ ଖୁବ ଲାଇକ କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More