Only for Entertainment

ଦିଲ୍ଲୀ ଯୁବକଙ୍କ ନିଦ ହଜାଇଲା ସନି ଲିଓନଙ୍କ ମୋବାଇଲ ନମ୍ବର, ପ୍ରତିଦିନ ଆସୁଛି ୪୦୦ କଲ

punjabkeshari
389

ହିନ୍ଦୀ ଫିଲ୍ମ ଅର୍ଜୁନ ପଟିୟାଲାରେ ଗୋଟିଏ ଡାଏଲଗରେ ଅଭିନେତ୍ରୀ ସନି ଲିଓନ ଏକ ଫୋନ ନମ୍ବର କହୁଛନ୍ତି । ଅବଶ୍ୟ ସେହି ସମୟରେ ଫିଲ୍ମର କ୍ରୁ ସଦସ୍ୟ ଜାଣିନଥିବେଯେ ଏହା ଯାହାର ନମ୍ବର ହୋଇଥିବ କ’ଣ ହେବ? ବାସ୍ତବରେ ଏହି ନମ୍ବର ମୌର୍ଯ୍ୟ ଏକ୍ଲେବ ଅଂଚଳରେ ରହୁଥିବା ଏକ ବ୍ୟକ୍ତିର । ଯିଏ ପ୍ରାଇଭେଟ କମ୍ପାନୀରେ ସିନିଅର ଏକ୍ଜିକ୍ୟୁଟିଭ ଭାବରେ କାମ କରୁଛନ୍ତି । ଏହି ବ୍ୟକ୍ତିକୁ ଗତ ଦୁଇ ତିନି ଦିନ ହେବ ଅଶ୍ଲୀଳ ଏବଂ ଅଭଦ୍ର ଭାଷାରେ ଫୋନ କଲ ଆସୁଛି । ଏହାଦ୍ୱାରା ଚିନ୍ତିତ ହୋଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

sunny

d
ଅଭିଯୋଗକାରୀଙ୍କ କହିବା ଅନୁସାରେ ଫିଲ୍ମ ଅର୍ଜୁନ ପଟିୟାଲଶରେ ସନି ଲିଓନ କହୁଥିବା ଫୋନ ନମ୍ବର ତାଙ୍କର । ସେହି ବ୍ୟକ୍ତିଙ୍କ ନାମ ହେଉଛି ପୁନିତ ଅଗ୍ରୱାଲ । ସେହି ବ୍ୟକ୍ତି ପିତମପୁର ଅଂଚଳର । ପୁନିତଙ୍କ କହିବା ମୁତାବକ ଫିଲ୍ମ ଶୁକ୍ରବାରକୁ ରିଲିଜ ହୋଇଛି ଏବଂ ସେହି ଦିନଠାରୁ ତାଙ୍କ ଦିନକୁ ୪୦୦ରୁ ଅଧିକ ଫୋନ କଲ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More