Only for Entertainment

ଅର୍ଜୁନ ପଟିୟାଲାର ପ୍ରଥମ ଗୀତ ରିଲିଜ ।

28

କପ କମେଡ଼ି ଫିଲ୍ମ ଅର୍ଜୁନ ପଟିୟାଲାର ପ୍ରଥମ ଗୀତ ରିଲିଜ ହୋଇଛି । ଗୀତ ଦିଲଜିତ ଦୋସାଂଝ ଏବଂ କୃତି ସାନନଙ୍କ ଉପରେ ପର୍ଯ୍ୟବେଷଣ ହୋଇଛି । ଦିଧ୍ୱାନା ତେରା ଏହି ଗୀତକୁ କଂଠଦାନ କରିଛନ୍ତି ଗୁରୁ ରନ୍ଧୱା । ଗୀତରେ ଦିଲଜିତ ଏବଂ କୃତି ପାର୍ଟି ମୁଡରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଗୀତକୁ ବେଶ ପସନ୍ଦ କରାଯାଉଛି । ଗୀତ ଆରମ୍ଭ ହେଉଛି ଏକ ଖାସ ଡାଏଲଗରୁ ।

ଫିଲ୍ମର ଟ୍ରେଲରକୁ ମଧ୍ୟ ବେଶ ପସନ୍ଦ କରାଯାଇଛି । ସୋସିଆଲ ମିଡିଆରେ ଏହାକୁ ଜବରଦସ୍ତ ରେସପନ୍ସ ମିଳୁଛି । ଏଂଟରଟେନମେଂଟରେ ଭରପୂର ଏହି ଫିଲ୍ମ ୨୬ ଜୁଲାଇକୁ ସିନେମାଘରେ ରିଲିଜ ହେବ । ଦିଲଜିତ ଏବଂ ବରୁଣ ଶର୍ମା ପୋଲିସ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More