Only for Entertainment

କ୍ୟାଟ ଏବଂ ସଲମାଙ୍କ ଫଟୋ ଦେଖି ଫ୍ୟାନ୍ସ କହିଲେ ଶାଶୁ ବୋହୁ, କିଛି ଏଭଳି ହେଲା ଅର୍ପିତାଙ୍କ ପ୍ରତିକ୍ରିୟା !

0 60

ଏବେ ଏବେ ଅଭିନେତ୍ରୀ କ୍ୟାଟରୀନା କୈଫ ଏବଂ ସଲମା ଖାନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଫିଲ୍ମ ଭାରତର ସୁଟିଂ ସମୟର । ଫଟୋରେ କ୍ୟାଟରୀନା ଏବଂ ସଲମାଙ୍କ ବଣ୍ଡିଂ ପରିଷ୍କାର ନଜର ଆସିଛି । ଏହା ଦେଖି ଜଣେ ଫ୍ୟାନ ଲେଖିଛନ୍ତି ‘ଶାଶ ବହୁ ଗୋଲ୍ସ’ । ଏହି କମେଂଟରେ ଅର୍ପିତା ଉତ୍ତର ଦେଇ ଲେଖିଥିଲେ ମାଙ୍କଡ ଭଳି ଭଲ ଇମୋଜି ବନାଇଛ । ଯଦିଓ ଏହା ପରେ ସେ ଡିଲିଟ କରି ଦେଇଛନ୍ତି । ଯଦିଓ ଏହି ଫଟୋରେ ଭାରତ ଫିଲ୍ମ ଲୁକ ଲିକ ହୋଇଥିଲା । କିନ୍ତୁ ଏହାକୁ ଅର୍ପିତା ଡିଲିଟ କରି ଦେଇଥିଲେ ମାତ୍ର ଏହାପୂର୍ବରୁ ସଲମା ଏବଂ କ୍ୟାଟଙ୍କ ଯୋଡିକୁ ଶାଶୁ-ବୋହୂ କହିଥିଲେ ।

ଫିଲ୍ମ ଭାରତର ସୁଟିଂ ବର୍ତ୍ତମାନ ମାଲଟାରେ ଚାଲିଛି । ଏହି ସୁଟିଂରେ ସଲମାନଙ୍କ ମା ମଧ୍ୟ ଅଛନ୍ତି । ସୋସିଆଲ ମିଡିଆରେ ସଲମାନ ମଧ୍ୟ ତାଙ୍କ ମା’ଙ୍କ ସହ ଅନେକ ଫଟୋ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More