Only for Entertainment

ଅରବାଜଙ୍କ ଗର୍ଲଫ୍ରେଣ୍ଡଙ୍କ ବୋଲ୍ଡ ଡ୍ରେସ ଦେଖି ଏଭଳି ରିଆକ୍ସନ ଦେଲେ ଅର୍ପିତା ଖାନ ।

bollywood tadka
86

ବଲିଉଡ ଆକ୍ଟର ଅରବାଜ ଖାନ ଏବେ ଅଧିକାଂଶ ସମୟରେ ଗର୍ଲଫ୍ରେଣ୍ଡ ଜର୍ଜିଆ ଆଣ୍ଡ୍ରିଆଣିଙ୍କ ସହିତ ନଜର ଆସୁଛନ୍ତି । ନିକଟରେ ଦୁଇଜଣ ପରିବାର ସହିତ କଂଗ୍ରେସ ନେତା ବାବା ସିଦ୍ଦିକୀଙ୍କ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଦୁଇଜଣଙ୍କ ସମେତ ଅର୍ପିତା ଖାନ, ଆୟୁଷ ଶର୍ମା, କ୍ୟାଟ୍ରିନା କୈଫ ଏବଂ ୟୁଲିୟା ବନ୍ତୁର ମଧ୍ୟ ନଜର ଆସିଥିଲେ ।

 

ପାର୍ଟିରେ ଜର୍ଜିଆଙ୍କୁ ଟାଡିସନାଲ ଲୁକରେ ଦେଖିବାକୁ ମିଳିଥିଲା । ଏହା ସହିତ ସେ ଦୁପଟା ମଧ୍ୟ ପକାଇଥିଲେ । ଏବେ ଏହି ପାର୍ଟିର ଏକ ଭିଡ଼ିଓଖୁବ ଭାଇରାଲ ହେଉଛି । ଭିଡ଼ିଓରେ ନଜର ଆସିଛିଯେ ଅର୍ପିତା ଜର୍ଜିଆଙ୍କୁ ଦୁପଟା ଠିକ କରିବା ପାଇଁ କହୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ନିଜେ ତାହା ଠିକ କରି ଦେଉଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More