Only for Entertainment

ଆବାମଙ୍କୁ ଖୁସି କରିବାକୁ ‘ରସକେ କମର’ଗୀତରେ ମଚାଇଲେ ଧୁମ, ଲୋକଙ୍କୁ କଲେ ଦିୱାନା । ଦେଖନ୍ତୁ ଭିଡିଓ ।

india today
0 82

ବିଗବସ ସିଜନ ୧୧ରେ ଧୁମ ମଚାଇଥିବା ଏହି କଳାକାର ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଅର୍ଶୀ ଖାନ । ଅର୍ଶୀ ଖାନ ଯେତେବେଳେ ପର୍ଯ୍ୟନ୍ତ ଶୋରେ ଥିଲେ ଶୋ’ରେ ଅକ୍ସିଜେନ ଦେଲା ଭଳି ଅନୁଭବ ହେଉଥିଲା । ସେ କ୍ରିକେଟ ଦୁନିଆ ଠାରୁ ନେଇ ବଲିଉଡ ଦୁନିଆ ପର୍ଯ୍ୟନ୍ତ ତାଙ୍କର ଯାଦୁ ବିଛାଇ ରଖିଛନ୍ତି । ସବୁଆଡେ ସେ ଚର୍ଚ୍ଚିତ, କାରଣ ତାଙ୍କ ମଧ୍ୟରେ ଭରି ରହିଛି ଗ୍ଲାମରର ସଂପୂର୍ଣ୍ଣ ଛୁଙ୍କ । ସେ ନିଜର ସେକ୍ସି ଅନ୍ଦାଜରେ ସମସ୍ତଙ୍କୁ ଦିୱାନା ବନାଇ ଦିଅନ୍ତି । ତେଣୁ ସୋସିଆଲ ମିଡିଆରେ ଅର୍ଶୀ ଖାନ ‘ରସକେ କମର’ସଂଗୀତରେ ଡ୍ୟାନ୍ସ କରି ସମସ୍ତଙ୍କୁ ଦିୱାନା ବନାଉଛନ୍ତି ତାଙ୍କ ଅନ୍ଦାଜରେ । ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More