ଗୁଗଲ ମ୍ୟାପ୍ର ୬ଏକର ଜମିରେ ଦେଖାଯାଉଛି ଛତ୍ରପତି ଶିବାଜୀଙ୍କ ପେଣ୍ଟିଂ !
ମହାରାଷ୍ଟ୍ରର କୃଷକମାନେ ଛତ୍ରପତି ଶିବାଜୀଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ମନେ ପକାଇଛନ୍ତି। ଲାତୁର ଜମିରେ ଶିବାଜୀଙ୍କ ଏକ ଗ୍ରାସ୍ ପେଣ୍ଟିଂ ବନା ଯାଇଛି। ଏହାକୁ ମହାରାଷ୍ଟ୍ରର ମଙ୍ଗେଶ ନିପାଣିକର ବନାଇଛନ୍ତି। ଯାହାକି ଦେଶର ପ୍ରଥମ ଗ୍ରାସ୍ ପେଣ୍ଟିଂ ବୋଲି କୁହାଯାଉଛି।
ଲାତୁର ଗ୍ରାମର ତିଲଙ୍ଗର ଏକ ଜମିରେ ଏହି ପେଣ୍ଟିଂ ବନା ଯାଇଛି। ଘାସ ରୋପଣ କରାଯିବା ପରେ ଏହାକୁ ଶିବାଜୀଙ୍କ ଫଟୋର ଆକାର ଦିଆଯାଇଛି। ଗୁଗଲ ମ୍ୟାପ୍ରେ ବି ଏହି ପେଣ୍ଟିଂ ଦେଖିବାକୁ ମିଳୁଛି। ଯାହାକୁ କି ଲୋକମାନଙ୍କୁ ବେଶ୍ ପସନ୍ଦ ବି ଆସିଛି।

