Only for Entertainment

‘ଭାବିଜୀ ଘର ପର ହୈ’ ଫେମ ଆକ୍ଟରଙ୍କୁ ମିଳିଲା ସଲମାନଙ୍କ ଫିଲ୍ମ ‘ଭାରତ’ରେ ଏଂଟ୍ରି ।

aajtak
0 73

ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ ପ୍ରିୟଙ୍କା ଚୋପ୍ରା,ଦିଶା ପଟାନୀ ଏବଂ ତବୁଙ୍କ ପରେ ଏହି ଟିଭି ଆକ୍ଟରଙ୍କର ପ୍ରବେଶ ହୋଇଛି । ଏହି ଟିଭି ଆକ୍ଟର ହେଉଛନ୍ତି ‘ଭାବିଜୀ ଘର ପର ହୈ’ଫେମ ଆଶିଫ ସେଖ ।

ନିର୍ଦ୍ଦେଶକ ଅଲି ଅବାସ ଜଫର ଏହି ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି । ତାଙ୍କ ଟ୍ୱିଟ ଅନୁସାରେ ଆଶିଫଙ୍କୁ ଫିଲ୍ମ ଭାରତ ପାଇଁ ସାଇନ କରାଯାଇଛି । ସେ ଟ୍ୱିଟରେ ଲେଖିଛନ୍ତି ଯେ ଯିଏ ‘ଭାବିଜୀ ଘର ପର ହୈ’ ରେ ନଜର ଆସୁଛନ୍ତି ସେ ୧୨ ବର୍ଷ ପରେ ସଲମାନଙ୍କ ସହିତ ଏକା ସାଙ୍ଗରେ ନଜର ଆସିବେ ।

ଭାରତରେ ପ୍ରିୟଙ୍କା ସଲମାନଙ୍କ ସହିତ ୧୧ ବର୍ଷ ପରେ ନଜର ଆସିବେ । ଏହା ପୂର୍ବରୁ ‘ଗଡ଼ ତୁସି ଗ୍ରେଟ ହୋ’ରେ ନଜର ଆସିଥିଲେ । ଫିଲ୍ମରେ କମେଡ଼ିଆନ ସୁନିଲ ଗ୍ରୋଭର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More