Only for Entertainment

ପାକିସ୍ତାନକୁ ହରାଇବା ପରେ କେଦାର ଯାଦବ ଶିଳ୍ପା ସେଟ୍ଟୀଙ୍କ ଗୀତରେ କଲେ ଡ୍ୟାନ୍ସ !

khabarNDTV
0 66

ଟିମ ଇଣ୍ଡିଆ ପାକିସ୍ତାନକୁ ହରାଇବା ପରେ ଏଶିଆ କପ’ର ଶେଷରେ ପହଂଚିଛନ୍ତି । ଫାଇନାଲରେ ପହଂଚିବାର ଏହା ହେଉଛି ପ୍ରଥମ ଟିମ । ପାକିସ୍ତାନକୁ ଦୁଇ ଦୁଇ ଥର ହରଇବା ପରେ ଇଣ୍ଡିଆ ଖୁବ ମସ୍ତି କରୁଥିବାର ନଜର ଆସିଛି । ଗତକାଲି ଅମ୍ବାତୀ ରାୟୁଡୁଙ୍କ ବର୍ଥଡେ ଥିଲା । ଏହି କାରଣରୁ ସେ କେକ କାଟିଲେ ଏବଂ ଧୋନି ତାଙ୍କ ମୁହଁରେ କେକ ଲଗାଇଲେ । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାମଧ୍ୟରେ ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଯାଦବ ଶିଳ୍ପା ସେଟ୍ଟୀଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

Happy Birthday @a.t.rayudu What followed was a typical cake smash #TeamIndia style ? ?

A post shared by Team India (@indiancricketteam) on

 

View this post on Instagram

 

Kedar Bhai ,???????????? @kedarjadhavofficial . . #kedarjadhav #dance #funny

A post shared by ▀▄▀▄▀▄ Ajinkya Rahane ▄▀▄▀▄▀ (@ajinkyaarahane) on

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ କେଉଁ ଦିନର ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ , କିନ୍ତୁ ପାକିସ୍ତାନକୁ ହରାଇବା ପରେ ଏହି ଭିଡିଓ ଖୁବ ଶେୟାର ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More