Only for Entertainment

ଲୈଲା ମଜନୁର ଆଉ ଏକ ଗୀତ‘ହାଫିଜ ହାଫିଜ’ହେଲା ରିଲିଜ !

youtube
0 40

ଯେବେ ଠାରୁ ଏକତା କପୂର ଏବଂ ଇମତିଆଜ ଅଲ୍ଲୀ ନିଜ ନୂଆ ଫିଲ୍ମ ‘ଲୈଲା ମଜନୁ’ର ଘୋଷଣା କରିଚନ୍ତି ସେବେଠାରୁ ଫିଲ୍ମ ଲଗାତାର ଚର୍ଚ୍ଚାରେ ରହିଛି । ବିଗତ ଦିନରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଏବେ ପର୍ଯ୍ୟନ୍ତ ଏହାକୁ ୧୦ମିଲିୟନ ରୁ ଉଦ୍ଦ୍ୱର୍ ଭ୍ୟୁ ମିଳି ସାରିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ଅଭିନାଶ ତିୱାରୀ ଏବଂ ତ୍ରିପ୍ତିି ଡିମରି ବଡ ପରଦାରେ ପ୍ରଥମ ଥର ନଜର ଆସିବେ । ଦୁହେଁ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲର ଏବଂ ଗୀତ ଗୁଡିକ ସମସ୍ତଙ୍କୁ ପସନ୍ଦ ଆସିଛି ।

ତେବେ ଏବେ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଏହି ଗୀତରେ କଣ୍ଠଦାନ କରିଛନ୍ତି ମୋହିତ ଚୌହାନ । ଗୀତର ଭିଡିଓରେ ଦେଖିବାକୁ ମିଳିବ ପାଗଳ ମଜନୁ ଅବିନାଶଙ୍କ ପାଗଳାମୀ । ଏହି ଗୀତକୁ ଏକତା କପୂର ଶେୟାର କରି ଲେଖିଛନ୍ତି ଏହି ଗୀତ ପାଗଳ ଲୋକଙ୍କ ତରଫରୁ ପାଗଳ ଲୋକଙ୍କ ପାଇଁ ଉତ୍ସାହ ଭରା ଗୀତ ଯାହା ସମସ୍ତଙ୍କୁ ମଜା ଆସିବ । ଏହି ଫିଲ୍ମ ୭ସେପ୍ଟେମ୍ବରରେ ପରଦାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More