Only for Entertainment

ସୁପରଷ୍ଟାରଙ୍କୁ ପଛରେ ପକାଇ ଏହଭଳିି କମାଲ କାମ କଲେ ଆୟୁଷ୍ମାନ ଖୁରାନା ।

The Indian Express
17

ବକ୍ସ ଅଫିସରେ ଏକ ନମ୍ବର ହାତେଇଲେ ଅଲରାଉଣ୍ଡର ଆୟୁଷ୍ମାନ ଖୁରାନା ।ଖାନଓ,କପୁର ଓ କୁମାରଙ୍କୁ ପଛରେ ପକାଇ ସଫଳତା ରେସରେ ଆୟୁଷ୍ମାନ ଏବେ ସବୁଠୁ ଆଗରେ ରହିଛନ୍ତି ।ଲଗାତାର ୪ଟି ହିଟ ଫିଲ୍ମର ଭେଟିଦେବା ସହ ତାଙ୍କ ଅଭୀନୀତି ଫିଲ୍ମ ଗୁଡିକ ବକ୍ସ ଅଫିସରେ ସବୁଠୁ ଅଧିକ ଆୟ କରିପାରିଛି ।ଅନ୍ଧାଧୁନ ଓ ବଧାଇ ହୋର ମିଳିତ କଲେକ୍ସନ ୩୨୧ କୋଟି ରହିଛି ।ସଫଳତା ନେଇ ଆୟୁଷ୍ମାନ କହିଛନ୍ତି କି ଫିଲ୍ମର ସଫଳତା ପାଇଁ ଅଭିନୟ ଯେତିକି ଶ୍ରେୟ ରହିଛି ତାଠୁ ଅଧିକ ଶ୍ରେୟ ଥାଏ ଏହାର କାହାଣୀରେ ।ତେଣୁ ସେ ସିଲେକ୍ଟିଭ କାହାଣୀକୁ ଚୟନ କରି ଫିଲ୍ମ ସାଇନ କରିଛନ୍ତି ।ଏଥିସହ ସେ କହିଛନ୍ତି କି ଏବର୍ଷ ନିଶ୍ଚିତଭାବେ ତାଙ୍କ ପାଇଁ ଶାନଦାର ରହିଛି ।

ଅନ୍ୟପଟେ ଆମୀର ଓ ସଲମାନଙ୍କ ହାଇବଜେଟ ଫିଲ୍ମ ଥଗସ ଅଫ ହିନ୍ଦୁସ୍ତାନ ଓ ରେସ ୩ରେ ବକ୍ସ ଅଫିସରେ ଫିକା ପଡିଥିବାବେଳେ କମାଲ କରିଛି ଆୟୁଷ୍ମାନଙ୍କ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More