Only for Entertainment

ଫିଲ୍ମ ‘ଆର୍ଟିକଲ ୧୫’ ର ଅନ୍ୟ ଏକ ପୋଷ୍ଟର ରିଲିଜ କଲେ ଆୟୁଷ୍ମାନ ।

bollywood tadka
24

ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ଫିଲ୍ମ ‘ଆର୍ଟିକଲ ୧୫’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଯାହାକୁ ଦେଖିଲେ ଆପଣ ମଧ୍ୟ କିଛି କମେଂଟ ନ କରି ରହିପାରିବେ ନାହିଁ । ଅଭିନେତା ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରି ଲେଖିଛନ୍ତି ‘ଇନସାଫ କି ଭିଖ୍ ମତ ମାଙ୍ଗୋ, ବହୁତ ମାଙ୍ଗ ଚୁକେ’ । ଅବ ଫର୍କ ଲାୟେଙ୍ଗ ।

ଆୟୁଷ୍ମାନଙ୍କ ଥ୍ରିଲିଂ ଲୁକ ଆପଣଙ୍କ ହୃଦୟକୁ ଚିରି ଦେବ । ଏହା ଏକ ଇନଭେଷ୍ଟିଗେଟିଭ ଡ୍ରାମା ଫିଲ୍ମ । ପୋଷ୍ଟର ମାଧ୍ୟମରେ ଲୋକମାନେ ନ୍ୟାୟ ନ ମାଗି ଆକ୍ସନ ନେବାପାଇଁ କୁହାଯାଇଛି ।

 

ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଆର୍ଟିକଲ ୧୫’ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲର ଦଶମ ସଂସ୍କରଣର ୱାର୍ଲଡ ପ୍ରିମିୟର ପାଇଁ ପ୍ରସ୍ତୁତ । ଏହି ଫେଷ୍ଟିଭାଲ ଦକ୍ଷିଣ ଏସିଆର ସବୁଠାରୁ ବଡ଼ ପର୍ବ ଭାବରେ ଜଣାଶୁଣା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More