Only for Entertainment

ବଲିଉଡର ଷ୍ଟାଇଲ ଆଇକନ ଆୟୁଷ୍ମାନ୍ ,ନିଜ ଗୁଡ ଲୁକ ଆଉ ସ୍ମାଇଲରେ କରନ୍ତି ଘାଇଲା !

FIRSTPOST
0 34

ବଲିଉଡଡର ଲୋକପ୍ରିୟ କଳାକାର ଆୟୁଷ୍ମାନ ଖୁରାନା ସବୁବେଳେ ଜଣାଯାଆନ୍ତି ନିଜ ଷ୍ଟାଇଲ୍ ଆଉ ସ୍ମାଇଲ୍ ପାଇଁ । ନିଜ ଜବରଦସ୍ତ ଅଭିନୟ ସହ ଗୁଡ୍ ଲୁକ ପାଇଁ ଆୟୁଷ୍ମାନ ବନାଇ ପାରିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ । ଆଉ ଇଣ୍ଡଷ୍ଟ୍ରୀରେ ସେ ବେଶ ପରିଚିତ ନିଜ ଜବରଦସ୍ତ ଡ୍ରେସିଂ ସେନ୍ସ ପାଇଁ ।

DSC_0027-e1523365980611

ନିକଟରେ ଏହି ହ୍ୟାଣ୍ଡସମ୍ ଆକ୍ଟର୍ ନଜର ଆସିଛନ୍ତି ମ୍ୟାନ୍ସ ୱାର୍ଲ୍ଡ କଭର୍ ପେଜରେ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ୍ମାନ ନିଜ ମାଗାଜିନ କଭର ଲୁକ ରିଭିଲ କରିଛନ୍ତି ।

DSC_0022-e1523365952559

ନିଜ ଷ୍ଟାଇଲ୍ ପାଇଁ ଏକାଧିକ ସମ୍ମାନ ହାତେଇଥିବା ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ପସନ୍ଦ ବାଜିରାଓଙ୍କ ଲୁକ୍ । ଇଣ୍ଡଷ୍ଟ୍ରୀରେ ନିଜ ଭିନ୍ନ ଓ ନିଆରା ଡ୍ରେସିଂ ସେନ୍ସ ପାଇଁ ସବୁବେଳେ ସମାଲୋଚିତ ହେଉଥିବା ରଣବୀର ସିଂ ହେଉଛନ୍ତି ଆୟୁଷ୍ମାନଙ୍କ ଷ୍ଟାଇଲ ଆଇକନ୍ ।

DSC_0042-e1523366169366

ଆକ୍ଟିଂ ହେଉକି, ସିଙ୍ଗି ଷ୍ଟାଇଲ୍ ଆଉ ସ୍ମାଇଲ୍ ଏସବୁର ପ୍ୟାକେଜ୍ ହେଉଛନ୍ତି ଅଭିନେତା ଆୟୁଷ୍ମାନ । ଏବେ ମାଗାଜିନରେ ଦେଖିବାକୁ ମିଳିବ ଆୟୁଷ୍ମାନଙ୍କ ଏହି ଅନ୍ଦାଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More