Only for Entertainment

‘ବଧାଇ ହୋ’ର ନୂଆ ରେର୍କଡ, ୨୦ କୋଟିରେ ନିର୍ମାଣ ହୋଇ ପାର କଲା ୨୦୦ କୋଟି ।

you tube
55

ଆୟୁଷ୍ମାନ ଖୁରାନାଙ୍କ ଷ୍ଟାରର ଫିଲ୍ମ ‘ବଧାଇ ହୋ’ର ଆୟ ଏପର୍ଯ୍ୟନ୍ତ ମଧ୍ୟ ବଢିବାରେ ଲାଗିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ୱିଟ ଅନୁସାରେ ଫିଲ୍ମ ‘ବଧାଇ ହୋ’ ଭାରତରେ ୧୫୮.୨୫ କୋଟି ଆୟ କରିସାରିଥିବା ବେଳେ ୱାଲ୍ଡ ୱାଇଡ ୨୦୦ କୋଟି ଆୟ କରି ସାରିଛି । କମ ବଜେଟରେ ଅର୍ଥାତ ୨୦ କୋଟିରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ ହେବା ଏକ ବଡ କଥା ।


ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଆୟୁଷ୍ମାନ ଖୁରାନା, ସନ୍ୟା ମଲହୋତ୍ରା, ନିନା ଗୁପ୍ତା ଏବଂ ଗଜରାଜ ରାଓ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More