Only for Entertainment

ପିତା ଅଦନାନ ସାମୀଙ୍କ ରାସ୍ତାରେ ପୁଅ ଅଜାନ, ଟ୍ରାନ୍ସଫରମେସନ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

Free Press Journal
0 37

ନିକଟରେ ବଲିଉଡ ସିଙ୍ଗର ଅଦନାନ ସାମୀଙ୍କ ପୁଅ ଅଜାନ ସାମୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ଅଜାନଙ୍କ ଟ୍ରାନ୍ସଫରମେସନ ଦେଖ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଜାନ ପିତା ଅଦନାନ ସାମୀଙ୍କ ପଥକୁ ଅନୁସରଣ କରି ଓଜନ କମାଇଥିବା ଦେଖିବାକୁ ମିଳିଛି ।

azaan 1

ଅଜାନଙ୍କ ଫ୍ୟାଟ ଟୁ ଫିଟ ଲୁକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ଅଜାନଙ୍କ ଏହି ନୂଆ ଲୁକ ଦେଖିଲେ ଯେ କେହି ବି ଧୋକା ଖାଇଯିବ । ତାଙ୍କର ଲ୍ୟାଟେଷ୍ଟ ଫଟୋରେ ଓଜନ ଖୁବ କମ ହୋଇଥିବା ବେଳେ ପର୍ସନାଲିଟିରେ ମଧ୍ୟ ଅନେକ ପରିବର୍ତ୍ତନ ନଜର ଆସିଛି । ଅଜାନ ବଡି ବନାଇବା ସହିତ ତାଙ୍କର ୱାର୍କ ଆଉଟ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

azaan3

କହିରଖୁଛୁ ଯେ ଅଜାନ ୧୫ ବର୍ଷରେ ନିଜର ମ୍ୟୁଜିକ ଭିଡିଓ ଆଲବମ ଲଂଚ କରିଥିଲେ । ଅଜାନ ପାକିସ୍ତାନ ଇଣ୍ଡଷ୍ଟ୍ରୀର ଜଣେ ପପୁଲାର ଚେହେରା । ସେ ଫିଲ୍ମ ପ୍ରଡ୍ୟୁସ କରିବା ସହିତ ଜଣେ ମ୍ୟୁଜିକ ଡିରେକ୍ଟର ।

azaan

୨୦ ବର୍ଷରେ ସେ ବିବାହ କରିଥିଲେ ଏବଂ ୨୧ ବର୍ଷରେ ପିତା ହୋଇଥିଲେ । ଅଜାନଙ୍କୁ ଏବେ ମାତ୍ର ୨୫ ବର୍ଷ ।

azaan 4

azaan2

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More