Only for Entertainment

ବଡ ପରଦାକୁ ପୁଣି ଥରେ ଫେରିଲେ ମୋହିନୀ, ଦେଖନ୍ତୁ ଜ୍ୟାକଲିନଙ୍କ ‘ଏକ ଦୋ ତିନ’ !

amarujala
0 52

କିଛି ଦିନ ପୂର୍ବରୁ ଏକ ଦୋ ତିନ ଗୀତରେ ଜ୍ୟାକଲିନଙ୍କ ଡ୍ୟାନ୍ସ ଅନ୍ଦାଜର ଫାଷ୍ଟ ଲୁକ ସେୟାର କରାଯାଇଥିଲା ଏବଂ ଏବେ ଫିଲ୍ମ ରେ ଥିବା ଏହି ଆଇଟମ ଗମ୍ର ଭିଡିଓ ସାମ୍ନାକୁ ଆସିଯାଇଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଥିଲା ।

୧୯୮୮ରେ ରିଲିଜ ହୋଇଥିବା ‘ତେଜାବ’ଫିଲ୍ମରେ ଏହି ଗୀତରେ ମାଧୁରୀ ସାରା ଦେଶରେ ଧୁମ ମଚାଇଥିଲେ । ଏହି ଗୀତରେ ଅଲକା ୟାଗନିକ କଣ୍ଠଦାନ କରିଥିଲେ । ଜାବେଦ ଅଖତର ଏହାର ଲିରିକ୍ସ ଲେଖିଥିଲେ । ଏହି ମ୍ୟୁଜିକକୁ ସଂନ୍ଦୀପ ସିରୋଡକର ରିକ୍ରିଏଟ କରିଛନ୍ତି ଏବଂ ଏଥିରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷଲ । ଦେଖନ୍ତୁ ଭିଡିଓ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More