Only for Entertainment

ଅସିମା ପଣ୍ଡା ଭଏସରେ ରିଲିଜ ହେଲା ଓଡିଆ ରୋମାଂଟିକ୍ ଗୀତ ‘ବାଜିଗର’ର ଷ୍ଟୁଡିଓ ଭର୍ସନ ।

YouTube
91

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ‘ତୁ ମୋ ବାଜିଗର୍’ । ଗୀତରେ ଶୁଣିବାକୁ ମିଳିଛି ଅସିମା ପଣ୍ଡାଙ୍କ ଆକର୍ଷଣୀୟ ଗାୟିକି । ଏହାଛଡା ତାଙ୍କ ସହ ତାଳ ଦେଇଛନ୍ତି ଅଭିନାଷ କୁମାର୍ । ସୁସିଲ୍ ଦଳାଇଙ୍କ ସଙ୍ଗୀତରେ ଗୀତର ଲିରିକ୍ସ ଦେଇଛନ୍ତି ମୃତ୍ୟୁଞ୍ଜୟ ମିଶ୍ର । ଏହି ଗୀତର ଷ୍ଟୁଡିଓ ଭର୍ସନ ଏବେ ୟୁଟୁବରେ ରିଲିଜ୍ ହୋଇଥିବା ବେଳେ ଏହାର ଭିଡିଓକୁ ଖୁବଶୀଘ୍ର ରିଲିଜ୍ କରିବାର ଯୋଜନା ରଖିଛନ୍ତି ମେକର୍ । ଏପର୍ଯ୍ୟନ୍ତ ଏହି ଗୀତରେ ୯ଲକ୍ଷ ୫୩ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ସହିତ ୧୨ ହଜାରରୁ ଅଧିକ ଲାଇକ ମିଳିସାରିଛି ।

ଦେଖନ୍ତୁ ଷ୍ଟୁଡିଓ ଭର୍ସନ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More