Only for Entertainment

ରିଲିଜ ପୂର୍ବରୁ ଖୋଲିଲା ଅମିତାଭ-ତାପସୀଙ୍କ ଫିଲ୍ମ ବଦଲାର ସସପେନ୍ସ ।

aajtak
18

ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ଷ୍ଟାରର ଫିଲ୍ମ ୮ ମାର୍ଚ୍ଚକୁ ମହିଳା ଦିବସରେ ରିଲିଜ ହେବ । ଫିଲ୍ମର କାହାଣୀ ମର୍ଡର ମିଷ୍ଟ୍ରି । ଟ୍ରେଲର ଦେଖିବା ପରେ ପରିଷ୍କାର ଭାବରେ ଜଣାପଡ଼ୁଛିଯେ ତାପସୀଙ୍କ ଉପରେ ହତ୍ୟା ଅଭିଯୋଗ ରହିଛି । ଅମିତାଭ ତାଙ୍କ ଓକିଲ ବା ସମର୍ଥକ ଭାବରେ ନଜର ଆସିବେ । ଫିଲ୍ମରେ ପ୍ରକୃତରେ ଭିଲେନ କିଏ ତାହା ସସପେନ୍ସରେ ରହିଛି । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ରାଜ ଖୋଲୁଥିବାର ନଜର ଆସିଛି ।

ଖବର ଅନୁସାରେ ରିଅଲ ଭିଲେନ ତାପସୀଙ୍କ ପତି । ମାନବ କୌଲ ତାଙ୍କ ପତି ଚରିତ୍ରରେ ନଜର ଆସିବେ । ପ୍ରଥମେ କିନ୍ତୁ ଶାହାରୁଖଙ୍କ ଅଭିନୀତ ଚରିତ୍ର ପ୍ରକୃତ ହତ୍ୟାକାରୀ ବୋଲି କୁହାଯାଉଥିଲା । ଫିଲ୍ମରେ ଅମୃତା ସିଂଙ୍କ ଚରିତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More