Only for Entertainment

ବାଦଶାହଙ୍କ ନୂଆ ଗୀତ ‘ବାମ୍ବ୍’ ଇଣ୍ଟରନେଟରେ ମଚାଇଲା ଧୁମ, ୨୨ ଘଣ୍ଟାରେ ୫୯ ଲକ୍ଷରୁ ଅଧିକ ଭ୍ୟୁଜ ।

you tube
0 44

ସୁପରଷ୍ଟାର ବାହଶାହଙ୍କ ଏକ ନୂଆ ଗୂତ ବାମ୍ବ୍ ୟୁଟ୍ୟୁବରେ ରିଲିଜ ହେବା ପରେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି । ବାହଶାହ ଏହି ଗୀତକୁ ପ୍ରସିଦ୍ଧ ପଂଜାବୀ ସିଙ୍ଗର ସୁଖ ଏଙ୍କ ସହିତ ଗାଇଛନ୍ତି । ଏହି ମ୍ୟୁଜିକ ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଗୀତକୁ ମାତ୍ର ୨୨ ଘଣ୍ଟା ମଧ୍ୟରେ ୫୯ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଗୀତର ଲିରିକ୍ସ ସହିତ ବାଦଶାହଙ୍କ ର୍ୟାପ ଗୀତକୁ ଆହୁରି ସୁନ୍ଦର କରିଛି । ସିଙ୍ଗର ସୁଖ ଏଙ୍କ ଏହି ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ଇଶା ରିକି ନଜର ଆସିଛନ୍ତି ।

ଏହା ପୂର୍ବରୁ ଫିଲ୍ମ ନବାବଜାଦେର ଗୀତ ‘ତେତେ ନାଲ ଚତଣା’ରେ ବାଦଶାହଙ୍କ ଭଏସ ଶୁଣିବାକୁ ମିଲିଥିଲା । ଗୀତଟି ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଲା ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More