Only for Entertainment

ବାଲାର ନୂଆ ଟିଜର ରିଲିଜ, ନଜର ଆସିଲା ଆୟୁଷ୍ମାନ ଓ ୟାମୀଙ୍କ ମଜାଦାର କେମେଷ୍ଟ୍ରି

bollywood tadka
21

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଆଗାମୀ ଫିଲ୍ମ ବାଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋଟିଏ ଗୋଟିଏ କରି ଏହାର କେତେକ ଟିଜର ସାମ୍ନାକୁ ଆସିଛି । ଆଜି ମଧ୍ୟ ରିଲିଜ ହୋଇଛି ଏକ ନୂଆ ଟିଜର, ଯାହା ଖୁବ ମଜାଦାର । ଟିଜରରେ ଆୟୁଷ୍ମାନ ଏବଂ ୟାମୀ ଗୌତମ ନଜର ଆସିଛନ୍ତି ।

ଏହାର ନିର୍ଦ୍ଦେଶକ ହେଉଛନ୍ତି ଅମର କୌଶିକ । ଏହା ପୂର୍ବରୁ ସେ ସ୍ତ୍ରୀ ଫିଲ୍ମର ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଫିଲ୍ମର ଅଧିକାଂଶ ସୁଟିଂ କାନପୁରରେ ହୋଇଛି । ଫିଲ୍ମ ବାଲା ୭ ନଭେମ୍ବରକୁ ରିଲିଜ ହେବାକୁ ଯାଉଛି । କିନ୍ତୁ ନିକଟରେ ଏହା କପିରାଇଟ ମାମଲାରେ ଫସି ଯାଇଥିଲା ।

ବାଲାର ଟ୍ରେଲର ଖୁବ ଏଂଟରଟେନିଂ । ଫିଲ୍ମରେ ଏକ ଚନ୍ଦା ବ୍ୟକ୍ତି କିଭଳି ଖୁବ ଚିନ୍ତିତ ରହୁଛି ସେହି ବିଷୟରେ ଦର୍ଶାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More