Only for Entertainment

ନାଗୀନ ଡ୍ୟାନ୍ସକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଲା ବାଙ୍ଗଳାଦେଶ ଟିମ

CricTracker
0 64

ନିଦହାସ ଟ୍ରଫିରେ ଭାରତ ଏବଂ ବଙ୍ଗଳାଦେଶ ମ୍ୟାଚ ଚାଲିଥିବା ବେଳେ ସୋଲିଆଲ ମିଡିଆରେ ଭାରତୀୟ କ୍ରିକେଟପ୍ରେମୀ ବାଙ୍ଗଳାଦେଶ ଟିମର ମଜାକ ଉଡାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କାଙ୍କ ବିପକ୍ଷରେ ବାଙ୍ଗଳାଦେଶ ମ୍ୟାଚ ଜିତିବା ପରେ ନାଗୀନ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଖୁବ ଚର୍ଚ୍ଚିତ ହୋଇଥିଲା ।

ଫାଇନାଲ ମ୍ୟାଚରେ ମଧ୍ୟ ବାଙ୍ଗଳାଦେଶ ଟିମର ସେହି ଅନ୍ଦାଜ ଦେଖାଯିବାର ସମ୍ଭାବନା ରହିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀ କିପରି ମଜା ଉଡାଇଛନ୍ତି ଆସନ୍ତୁ ଦେଖିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More