Only for Entertainment

ଗର୍ଭାବସ୍ଥାରେ ତୁଳସୀ ଖାଇବାର ୫ଟି ଲାଭ ।

31

ତୁଳସୀ ଏକ ଔଷଧ । ଏହାର ବ୍ୟବହାର କରି ରୋଗ ଭଲ କରାଯାଇପାରେ । ଏହାର ବହୁତ ଉପକାରୀ ଗୁଣ ରହିଛି । ସବୁଠାରୁ ଭଲ କଥା ହେଉଛିଯେ ଏହା ସଂପୂର୍ଣ୍ଣ ଭାବରେ ନିରାପଦ । ଗର୍ଭାବସ୍ଥାରେ ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ଆଶଙ୍କା ଖୁବ କମ ହୋଇଯାଏ । ଏହା ପତ୍ରରେ ଆଂଟି ବ୍ୟାକ୍ଟେରିଆଲ ଗୁଣ ରହିଛି । ଏହା ସହିତ ଏହା ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ ଠିକ ରଖେ ।

ଗର୍ଭାବସ୍ଥାରେ ଏନିମିଆ ହେବାର ସମ୍ଭାବନା ଅଧିକ ଥାଏ । ଯେଉଁ ମହିଳାଙ୍କର ଏହି ସମୟରେ ଶରୀରରେ ରକ୍ତକମ ହୋଇଯାଏ ସେମାନଙ୍କ ପାଇଁ ଏହା ସମସ୍ୟାର ଆଶଙ୍କା ରହିଥାଏ । ତେଣୁ ପ୍ରତିଦିନ ତୁଳସୀପତ୍ର ଖାଇ ଏହି ସମସ୍ୟାକୁ କମ କରାଯାଇପାରେ । ଏହା ଲାଲ ରକ୍ତ କଣିକାକୁ ବଢାଇଥାଏ ।

ତୁଳସୀ ପତ୍ର ଖାଇବା ଦ୍ୱାରା କ୍ଲାନ୍ତ ଲାଗିବା କମ ହୋଇଯାଏ ଏବଂ ସକାଳେ ଉଠିବା ସମୟରେ ମୁଣ୍ଡ ବୁଲାଇବା ସମସ୍ୟା ମଧ୍ୟ କମ ହୋଇଯାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ ।

ଗର୍ଭରେ ଥିବା ପିଲା ଶିଶୁ ପାଇଁ ଏହା ଖୁବ ଭଲ । ଏଥିରେ ଥିବା ଭିଟାମିନ ଏ ବିକାଶରେ ଏହା ଖୁବ ସାହାଯ୍ୟ କରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More