ମ୍ୟାଚ ପୂର୍ବରୁ ଖେଳାଳୀମାନଙ୍କ ମସ୍ତି , ଦେଖନ୍ତୁ ବିରାଟଙ୍କ ଡ୍ୟାନ୍ସ ଧମାକା ।
ବିରାଟଙ୍କ ଫ୍ୟାନ କ୍ଲବ ପକ୍ଷରୁ ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଅପଲୋଡ କରାଯାଇଛି । ଯେଉଁଥିରେ ବିରାଟଙ୍କୁ ଡ୍ୟାନ୍ସ କରିବାର ଏବଂ ଅନ୍ୟ ଖେଳାଳୀ ମାନଙ୍କୁ ଖେଳ ପୂର୍ବରୁ ଏଳ୍ସରସାଇଜ କରିବାର ଏବଂ ମଜା କରିବାର ଦେଖିବାକୁ ମିଳିଛି । ଆପଣମାନେ ମଧ୍ୟ ନିଶ୍ଚୟ ଏହି ଭିଡିଓକୁ ପସନ୍ଦ କରିବେ । ତେବେ ଦେଖନ୍ତୁ ଏହି ଭିଡିଓ –