Only for Entertainment

ସର୍ବଦା ପିଅନ୍ତୁ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ମିଳିବ ଏହି ସମସ୍ତ ଫାଇଦା ।

pressurecookrecipes
0 54

ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କୋଷ୍ଠ କାଠିନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ । ସେମାନେ ଏଥିରୁ ମୁକ୍ତି ପାଇବା ପାଇଁ  ପ୍ରାକୃତିକ ଉପଚାର କରି ପାରନ୍ତି ।

  • କୋଷ୍ଠ କାଠିନ୍ୟ ଭୋଗୁଥିବା ଲୋକମାନେ ସକାଳୁ ଉଠିବା ମାତ୍ରେ ଏକ ଲିଟର ଉଷୁମ ଜଳ ପିଅନ୍ତୁ । ତା’ପରେ କିଛି ବାଟ ଚାଲନ୍ତୁ ।
  • ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇଲେ ପରଦିନ ସକାଳେ ଲଘୁଶଙ୍କା ବେଳେ ବିଶେଷ୍ଟ କଷ୍ଟ ଅନୁଭୂତ ହୋଇ ନ ଥାଏ । ଯଦି ବେଶି କଷ୍ଟ ହେଉଥାଏ, ତେବେ ସେହି କ୍ଷୀରରେ ଦୁଇ ଚାମଚ କାଷ୍ଟର ଅଏଲ୍‌ ବା ଜଡା ତେଲ ମିଶାଇ ପିଇଲେ ଭଲ ।
  • କୋଷ୍ଠ କାଠିନ୍ୟ ଦୂର କରିବା ଲାଗି ଦିନକୁ ଦୁଇରୁ ତିନି ଥର ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।
  • ଉଷୁମ କ୍ଷୀରରେ ଅଳ୍ପ ମହୁ ମିଶାଇ ପିଇଲେ ମଧ୍ୟ କୋଷ୍ଠକାଠିନ୍ୟ ରୋଗରୁ ଉପକାର ମିଳିଥାଏ ।
  • ଦୈନିକ ଦୁଇ ଥର ଇସବ୍‌ଗୋଲ୍‌ ପାଣିରେ ଗୋଳାଇ ପିଇଲେ ମଧ୍ୟ ସୁଫଳ ମିଳିଥାଏ ।
  • ଦୈନିକ ତ୍ରିଫଳା ଚୁର୍ଣ୍ଣକୁ ଉଷୁମ ପାଣି ବା ଉଷୁମ କ୍ଷୀର ସହିତ ସେବନ କରିଲେ ମଧ୍ୟ କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More