Only for Entertainment

ସର୍ଦ୍ଧି ସହିତ ମୁଣ୍ଡବିନ୍ଧା ଏବଂ ବାନ୍ତିରୁ ଉପଶମ ଦେଇଥାଏ ଲବଙ୍ଗ

google
38

ସାଧାରଣତଃ ଲବଙ୍ଗକୁ ଲୋକେ ଗରମ ମସଲା ରୂପେ ବ୍ୟବହାର କରିଥାନ୍ତି। ପଲୋଉ ଓ ବିରିୟାନୀରେ ଲବଙ୍ଗକୁ ଅଧିକ ମାତ୍ରରେ ବ୍ୟବହାର କରାଯାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ ଯାହା ଆପଣଙ୍କୁ ଚକିତ କରିଦେବ।

  • ଏକ ଚିମୁଟା ଲବଙ୍ଗ ପାଉଡର ନେଇ ସେଥିରେ ୧ ଚାମଚ ମହୁ ମିଶାଇ ସେବନ କଲେ ବାନ୍ତିରୁ ଉପଶମ ମିଳିଥାଏ।
  • ନାଲି ଚା ରେ ଲବଙ୍ଗ ଫୁଟାଇ ପିଇବା ଦ୍ୱାରା ଜ୍ୱର, ସର୍ଦ୍ଧି ବହୁତ ଶିଘ୍ର ଭଲ ହୋଇଥାଏ।
  • ଲବଙ୍ଗ ଓ ରସୁଣ କୋଲାକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପାଣି ବା ମହୁ ସହ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରମ ମିଳେ।
  • ତାୱରେ ଲବଙ୍ଗକୁ ଗରମ କରି ପାଟି କଳରେ ଜାକିଲେ କଫରୁ ଆରମ ମିଳେ।
  • ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More