Only for Entertainment

ନିୟମିତ ଖା’ନ୍ତୁ କଳାଚଣା । ଶରୀର ପାଇଁ ହିତକର ।

Jaggery Pepper
0 66

ସାଧାରଣତଃ ଚଣା ଶରୀରକୁ ସୁସ୍ଥ ରଖିଥାଏ। ବଜାରରେ ବିଭିନ୍ନ ରଙ୍ଗର ଚଣା ମିଳିଥାଏ। ସେଥିମଧ୍ୟରୁ କଳା ରଙ୍ଗର ଚଣା ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର। ଏହାକୁ ରୋଷେଇ କରି, ସିଝାଇ, ଗଜା କରି ଖିଆଯାଇଥାଏ। କଳାଚଣାରେ କାର୍ବହାଇଡ୍ରେଡ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ।

କଳାଚଣାକୁ ଗଜା କରି ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଗଜା ଚଣା ଖାଇଲେ ଶରୀରରେ ଭିଟାମିନ୍ ଏ, ବି, ସି, ଡ଼ି ସହ ଫସଫରସ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆବଶ୍ୟକତା ପୂରଣ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More