Only for Entertainment

ମୁସଲିମ ଛାତ୍ର ଜିତିଲେ ଗୀତା କୁଇଜ, କହିଲେ ଧର୍ମ ନାମରେ ଲଢୁଥିବା ଲୋକେ ପସନ୍ଦ ନୁହଁନ୍ତି ।

Gestrs News
28

ବାଙ୍ଗାଲୁରରେ ଇଶ୍କନ ଦ୍ୱାରା ଆୟୋଜିତ ବଗବତ ଗୀତା କୁଇଜ ପ୍ରତିଯୋଗୀତାରେ ଜଣେ ମୁସଲିମ ଛାତ୍ର ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ନବମ ଶ୍ରେଣୀରେ ପଢୁଥିବା ଶେଖ ମୋହିଉଦ୍ଦିନ ଏହି ପୁରସ୍କାର ପାଇଛନ୍ତି । ସେ ସୁବାଷ ମେମୋରିଆଲ ଇଂଗ୍ରାଜୀ ହାଇ ସ୍କୁଲର ଛାତ୍ର । ଶେଖଙ୍କ କହିବା ଅନୁସାରେ ସବୁ ଧର୍ମ ସମାନ । ଶେଖଙ୍କ ଟିଚର ମଧ୍ୟ କହିଛନ୍ତି ସେ ଅନେକ ଇଣ୍ଟର ସ୍କୁଲ କମ୍ପିଟିସନରେ ଜିତିଛନ୍ତି । କିନ୍ତୁ ଏହି କୁଇଜ ଜିତିବା ବହୁତ ସ୍ପେଶାଲ ଅଟେ ।

ଶେଖ ତାଙ୍କ ବୟାନରେ କହିଥିଲେ କୁଇଡରେ ମୋତେ ଭଗବାନ କୃଷ୍ଣଙ୍କ ଜୀବନ ଏବଂ ତାଙ୍କ ଉପଦେଶ ବିଷୟରେ ପଚାରିଥିଲେ ଏବଂ ମୋତେ ପ୍ରଶ୍ନର ଉତ୍ତର ଜଣାଥିଲା । ତାଙ୍କ କହିବା ଅନୁସାରେ ସବୁ ଧାର୍ମିକ ଗ୍ରନ୍ଥ ଶିଖାଇଥାଏ ମାତା ପିତା ଏବଂ ଟିଚରଙ୍କୁ ରେସ୍ପେକ୍ଟ କରିବା ଦରକାର ଏବଂ ଏହାଦ୍ୱାରା ଜୀବନ ସଫଳ ହୋଇଥାଏ ।

କୁଇଜ ଜିତିବା ପରେ ବସେଖ କହିଥିଲେ ଧର୍ମ ନାମରେ ଲଢୁଥିବା ଲୋକେ ମୋତେ ପସନ୍ଦ ନୁହଁନ୍ତି । ସବୁଧର୍ମ ଏକ । ସବୁ ଧର୍ମ ଗ୍ରନ୍ଥ ସମାନ ଶିକ୍ଷା ଦେଇଥାଏ । ତେଣୁ ସମାଜିକ ସ୍ଥିତିରେ ଭେଦଭାବ କରିବା ଉଚିତ ନୁହେଁ । ସମସ୍ତ ଏକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More